ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କାହାରି ଉପରେ ଅନ୍ୟ କିଛି ବସ୍ତୁଆଦିରେ ଆଘାତ କରିବା
ଉଦାହରଣ : ସିପାହୀ ଚୋରକୁ ଲାଠିରେ ପିଟୁଛି ସେ ପିଲାଟିକୁ ଗୋଟେ ଚଟକଣି ପକାଇଲା
ସମକକ୍ଷ : ଚଟକଣି ଦେବା, ଧୁଲେଇକରିବା, ପିଟିବା, ପ୍ରହାର କରିବା, ବାଡ଼େଇବା, ମାରିବା
किसी पर किसी वस्तु आदि से आघात करना।
ସଂସ୍ଥାପନ କରନ୍ତୁ