ଅର୍ଥ : ଦୂରକୁ ଦୌଡ଼ି ନ ପଳାଇବାପାଇଁ ଦୁଇଟି ଗାଈଙ୍କ ଗୋଡ଼କୁ ପରସ୍ପର ସହିତ ବାନ୍ଧିଦେବା
ଉଦାହରଣ :
ଗାଈଚରାଳି ହଇରାଣ ହେବାରୁ ଦୁଇଟିଯାକ ଦୁଷ୍ଟଗାଈଙ୍କୁ ଛନ୍ଦିଦେଲା
ସମକକ୍ଷ : ଛନ୍ଦିବା
ଅର୍ଥ : କସିକରି ବାନ୍ଧିବା କିମ୍ବା ଧରିବା
ଉଦାହରଣ :
ସିପାହୀ ଚୋରକୁ ଶିକୁଳୀରେ ବାନ୍ଧିଲେ
ଅର୍ଥ : ରସିଆଦିଦ୍ୱାରା ଗୋଡ଼ ଇତ୍ୟାଦି ବାନ୍ଧିବା ବା ଗଣ୍ଠି ପକାଇବା
ଉଦାହରଣ :
ସେ ରୋଗଣା ମଇଁଷିକୁ ଇଞ୍ଜେକସନ ଦେବା ପୂର୍ବରୁ ତା ଆଗଗୋଡ଼କୁ ରସିରେ ବାନ୍ଧିଦେଲା
ସମକକ୍ଷ : ଗଣ୍ଠି ପକାଇବା, ଛନ୍ଦିବା
ଅର୍ଥ : ଗାଈ,ମଇଁଷି ଆଦି ଦୁହିଁବା ସମୟରେ ତାଙ୍କ ଗୋଡକୁ ଏକାଠି ବାନ୍ଧିବା
ଉଦାହରଣ :
ଏହି ଦୁଷ୍ଟଗାଈକୁ ନ ଛନ୍ଦି ଆପଣ ଦୁହିଁ ପାରିବେ ନାହିଁ
ସମକକ୍ଷ : ଛନ୍ଦିବା