ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଳିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଳିବା   ବିଶେଷ୍ୟ

ଅର୍ଥ : ବଳିବାର କ୍ରିୟା ବା ଭାବ

ଉଦାହରଣ : ରାମୁର କକା ଦଉଡ଼ା ବଳିବା କାମ କରୁଛନ୍ତି

बटने की क्रिया या भाव।

रामू काका रस्सी की बटाई कर रहे हैं।
बटन, बटाई

ବଳିବା   କ୍ରିୟାପଦ

ଅର୍ଥ : କାମରେ ଆସିବା ପରେ ମଧ୍ୟ କିଛି ବଳିଯିବା

ଉଦାହରଣ : ସବୁ ଆବଶ୍ୟକୀୟ ଜିନିଷ କିଣିବା ପରେ ମଧ୍ୟ ମୋ ପାଖରେ ତିନି ଶହ ଟଙ୍କା ବଳିଛି

काम में आने के बाद भी कुछ शेष रह जाना।

सभी आवश्यक वस्तुएँ खरीदने के बाद भी मेरे पास तीन सौ रुपए बचे हैं।
अवशिष्ट रहना, बचना, बाकी बचना, बाकी रहना, रहना, शेष रहना

Have left.

I have two years left.
I don't have any money left.
They have two more years before they retire.
have

ଅର୍ଥ : ଚୂନାଆଦିକୁ ଗୋଲାକାର ରୂପକୁ ଆଣିବା

ଉଦାହରଣ : ଭାଉଜ ବେସନ ଲଡ଼ୁ ବଳୁଛନ୍ତି

ସମକକ୍ଷ : ଗୋଟଳା କରିବା, ବାନ୍ଧିବା

चूर्ण आदि को पिंड के रूप में लाना।

भाभी बेसन के लड्डू बाँध रही हैं।
पिंड बनाना, पिंडित करना, बाँधना, बांधना