ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛନ୍ଦିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛନ୍ଦିବା   କ୍ରିୟାପଦ

ଅର୍ଥ : ଦୂରକୁ ଦୌଡ଼ି ନ ପଳାଇବାପାଇଁ ଦୁଇଟି ଗାଈଙ୍କ ଗୋଡ଼କୁ ପରସ୍ପର ସହିତ ବାନ୍ଧିଦେବା

ଉଦାହରଣ : ଗାଈଚରାଳି ହଇରାଣ ହେବାରୁ ଦୁଇଟିଯାକ ଦୁଷ୍ଟଗାଈଙ୍କୁ ଛନ୍ଦିଦେଲା

ସମକକ୍ଷ : ବାନ୍ଧିବା

दो गायों के पैर आपस में बाँध देना जिससे वे दूर न भाग सकें।

चरवाहा तंग आकर दोनों नटखट गायों को संघेर दिया।
सँघेरना, संघेरना

ଅର୍ଥ : କାହାରିସହିତ ଲଢ଼ିବାପାଇଁ ତାକୁ କାବୁକରିବା

ଉଦାହରଣ : କୁସ୍ତିବାଜମାନେ ପରସ୍ପରକୁ ଛନ୍ଦିଥିଲେ

ସମକକ୍ଷ : ଆୟତ୍ତକରିବା, କାବୁକରିବା

किसी से लड़ने के लिए उससे लिपट जाना।

कुश्ती लड़ने वाले एक-दूसरे से गुथे हैं।
गुँथना, गुथना

To grip or seize, as in a wrestling match.

The two men grappled with each other for several minutes.
grapple, grip

ଅର୍ଥ : ରସିଆଦିଦ୍ୱାରା ଗୋଡ଼ ଇତ୍ୟାଦି ବାନ୍ଧିବା ବା ଗଣ୍ଠି ପକାଇବା

ଉଦାହରଣ : ସେ ରୋଗଣା ମଇଁଷିକୁ ଇଞ୍ଜେକସନ ଦେବା ପୂର୍ବରୁ ତା ଆଗଗୋଡ଼କୁ ରସିରେ ବାନ୍ଧିଦେଲା

ସମକକ୍ଷ : ଗଣ୍ଠି ପକାଇବା, ବାନ୍ଧିବା

रस्सी आदि से पैर आदि बाँधना या जकड़ना।

उसने बीमार भैंस को सुई लगाने से पहले उसके अगले पैरों को रस्सी से छाना।
छाँदना, छानना

Fasten or secure with a rope, string, or cord.

They tied their victim to the chair.
bind, tie

ଅର୍ଥ : ଗାଈ,ମଇଁଷି ଆଦି ଦୁହିଁବା ସମୟରେ ତାଙ୍କ ଗୋଡକୁ ଏକାଠି ବାନ୍ଧିବା

ଉଦାହରଣ : ଏହି ଦୁଷ୍ଟଗାଈକୁ ନ ଛନ୍ଦି ଆପଣ ଦୁହିଁ ପାରିବେ ନାହିଁ

ସମକକ୍ଷ : ବାନ୍ଧିବା

गाय, भैंस आदि को दुहते समय उनके पैरों को एक साथ बाँधना।

इस नटखट गाय को बिना नोवे आप दुह ही नहीं सकते।
नोवना