ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭିଡ଼ିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭିଡ଼ିବା   ବିଶେଷ୍ୟ

ଅର୍ଥ : ଟାଣିବା କ୍ରିୟା

ଉଦାହରଣ : ଅଧିକ ଟାଣିବାଯୋଗୁଁ ରବର ଛିଣ୍ଡିଗଲା

ସମକକ୍ଷ : ଟାଣିବା

खींचने की क्रिया।

खिंचाई के कारण इस इस तार की लंबाई बढ़ गई है।
खिंचाई

तानने की क्रिया या भाव।

अधिक तानने के कारण रबर टूट गया।
खींच, खींचना, तान, तानना

The action of stretching something tight.

Tension holds the belt in the pulleys.
tension

ଭିଡ଼ିବା   କ୍ରିୟାପଦ

ଅର୍ଥ : ଉପରେ ବିସ୍ତାର କରି ବାନ୍ଧିବା

ଉଦାହରଣ : ବିବାହ ମଣ୍ଡପ ତିଆରି କରିବା ପାଇଁ ଲୋକମାନେ ପାଲ ଟାଣୁଛନ୍ତି

ସମକକ୍ଷ : ଟାଣିବା, ବାନ୍ଧିବା

ऊपर फैला कर बाँधना।

विवाह मंडप बनाने के लिए लोग पाल तान रहे हैं।
तानना

Erect and fasten.

Pitch a tent.
pitch, set up

ଅର୍ଥ : ବାଜାର ମୁହଁରେ ଚମଡ଼ା ଆଦି ଲଗାଇବା

ଉଦାହରଣ : ଢୋଲରେ ଚମଡ଼ା ଚଢ଼ିସାରିଛି, ଆପଣ ତାକୁ ନେଇଯାଆନ୍ତୁ

ସମକକ୍ଷ : ଚଢ଼ିବା, ଲାଗିବା

बाजे के मुँह पर चमड़ा आदि लगना।

ढोलक पर चमड़ा चढ़ गया है आप उसे लेते जाइए।
चढ़ना, मढ़ना

ଅର୍ଥ : କବାଟଆଦି ବନ୍ଦ କରିବା

ଉଦାହରଣ : ସେ ଭିତରକୁ ଯିବା ମାତ୍ରେ କବାଟ ଆଉଜାଇଦେଲା

ସମକକ୍ଷ : ଆଉଜାଇଦେଲା, ବନ୍ଦ କରିବା

दरवाज़ा आदि बंद करना।

उसने भीतर जाते हुए दरवाज़ा उढ़का दिया।
उठँगाना, उठंगाना, उढ़काना, उढ़ुकाना, भिड़ाना, भीड़ना