ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଝୁଲାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଝୁଲାଇବା   କ୍ରିୟାପଦ

ଅର୍ଥ : ଲଟକାଇବା କାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ଠିକାଦାର ମଜୁରିଆଙ୍କଦ୍ୱାରା ଛାତ ଉପରେ ପାଲ ଟଙ୍ଗାଉଛି

ସମକକ୍ଷ : ଓହଳାଇବା, ଟଙ୍ଗାଇବା, ବାନ୍ଧିବା, ଲଟକାଇବା

लटकाने का काम किसी और से कराना।

ठीकेदार मजदूरों से छत पर से तिरपाल लटकवा रहा है।
लटकवाना

ଅର୍ଥ : ଦୋଳାୟମାନ କରିବା

ଉଦାହରଣ : ଲହରୀଗୁଡ଼ିକ ତାକୁ ଆଗପଛ ଝୁଲାଉଥିଲା ଗରମଯୋଗୁଁ କଷ୍ଟ ଅନୁଭବ କରି ନୀରଜ ପଙ୍ଖା ହଲାଇବାକୁ ଲାଗିଲା

ସମକକ୍ଷ : ଝୁମାଇବା, ହଲାଇବା

चलायमान करना या किसी प्रकार की या किसी रूप में गति देना।

जरा चूल्हे पर चढ़ाई हुई तरकारी को हिला दीजिए।
चलाना, डुलाना, डोलाना, विलोड़ना, हिलाना

Move or cause to move back and forth.

The chemist shook the flask vigorously.
My hands were shaking.
agitate, shake

ଅର୍ଥ : ଝୁଲାଇବା କାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ରମା ଝୁଲାକୁ ମମତାଦ୍ୱାରା ଝୁଲାଇଲା

ସମକକ୍ଷ : ଦୋଳାୟମାନ କରିବା, ଦୋହଲାଇବା

झुलाने का काम दूसरे से कराना।

रमा ने पालने को ममता से झुलवाया।
झुलवाना

ଅର୍ଥ : ଝୁମିବାର କାମ ଅନ୍ୟକାହାଦ୍ୱାରା କରାଇବା

ଉଦାହରଣ : ଗୁଣିଆ ରୋଗୀକୁ ମନ୍ତ୍ରର ପ୍ରଭାବରେ ଝୁମାନ୍ତି

ସମକକ୍ଷ : ଝୁମାଇବା

झुमाने का काम दूसरे से कराना।

ओझा रोगी को मंत्र के प्रताप से झुमवाते हैं।
झुमवाना

ଅର୍ଥ : ଯେପରି କଲେ କୌଣସି ବସ୍ତୁର ଉପରିଭାଗ ସଂଯୁକ୍ତ ହେଲେ ବି ସେହି ବସ୍ତୁର କିଛିଅଂଶ ତଳଆଡ଼କୁ ବିନା ଆଧାରରେ ରହେ

ଉଦାହରଣ : ଶ୍ୟାମ ଛାତରୁ ରସିଟିଏ ଲଟକାଉଛି

ସମକକ୍ଷ : ଲଟକାଇବା

ऐसा करना कि ऊपर टिके रहने पर भी किसी वस्तु आदि का कुछ भाग नीचे की ओर कुछ दूर तक बिना आधार के रहे।

श्याम छत से एक रस्सी लटका रहा है।
लटकाना

Hang freely.

The secret police suspended their victims from the ceiling and beat them.
suspend

ଅର୍ଥ : କାହାକୁ ଝୁଲାଇବା ପାଇଁ ପ୍ରବୃତ୍ତ କରାଇବା

ଉଦାହରଣ : ସୀତା ଗୀତାକୁ ଦୋଳିରେ ଝୁଲାଉଛି

किसी को झूलने में प्रवृत्त करना।

सीता गीता को झुला झुला रही है।
झुलाना

Cause to dangle or hang freely.

He dangled the ornaments from the Christmas tree.
dangle