ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସ୍ଥିର ବା ନିଶ୍ଚଳ ହେବାର ଅବସ୍ଥା ବା ଭାବ
ଉଦାହରଣ : ଧନ ଅଭାବ କାରଣରୁ ଏହି କାମରେ ସ୍ଥିରତା ଆସିଗଲାଣି ମନର ସ୍ଥିରତା ଶାନ୍ତି ପ୍ରଦାନ କରେ
ସମକକ୍ଷ : ଅଚଞ୍ଚଳତା, ଜଡ଼ତା, ଜଡ଼ତ୍ୱ, ନିଶ୍ଚଳତା, ପ୍ରଶାନ୍ତତା, ପ୍ରସନ୍ନତା
स्थिर या निश्चल होने की अवस्था या भाव।
A state of no motion or movement.
ଅର୍ଥ : ଦୃଢ଼ ହେବାର ଅବସ୍ଥା ବା ଭାବ
ଉଦାହରଣ : ରାମର ଏହି କାମ ହିଁ ଆମ ସଂପର୍କରେ ଦୃଢ଼ତା ଆଣିଲା
ସମକକ୍ଷ : ଦୃଢ଼ତା
दृढ़ होने की अवस्था या भाव।
The trait of being resolute.
ସଂସ୍ଥାପନ କରନ୍ତୁ