ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଚଞ୍ଚଳତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଚଞ୍ଚଳତା   ବିଶେଷ୍ୟ

ଅର୍ଥ : ସ୍ଥିରଚିତ୍ତ ବା ଗମ୍ଭୀର ହେବାର ଅବସ୍ଥା ବା ଭାବ

ଉଦାହରଣ : ଯେ କୌଣସି କାର୍ଯ୍ୟ ସ୍ଥିରଚିତ୍ତରେ କର

ସମକକ୍ଷ : ଉଦ୍‌ବେଗହୀନତା, ଗମ୍ଭୀରତା, ଗାମ୍ଭୀର୍ଯ୍ୟ, ଶାନ୍ତିଚିତ୍ତତା, ସ୍ଥିରଚିତ୍ତ, ସ୍ଥିରମନସ୍କତା

स्थिरचित्त या गंभीर होने की अवस्था या भाव।

कोई भी कार्य गंभीरता से करें।
अचंचलता, अचपलता, अचपलापन, उद्वेगहीनता, गंभीरता, गांभीर्य, गाम्भीर्य, वेध, शांतचित्तता, संजीदगी, स्थिरचित्तता, स्थिरमनस्कता

A manner that is serious and solemn.

graveness, gravity, soberness, sobriety, somberness, sombreness

ଅର୍ଥ : ସ୍ଥିର ବା ନିଶ୍ଚଳ ହେବାର ଅବସ୍ଥା ବା ଭାବ

ଉଦାହରଣ : ଧନ ଅଭାବ କାରଣରୁ ଏହି କାମରେ ସ୍ଥିରତା ଆସିଗଲାଣି ମନର ସ୍ଥିରତା ଶାନ୍ତି ପ୍ରଦାନ କରେ

ସମକକ୍ଷ : ଜଡ଼ତା, ଜଡ଼ତ୍ୱ, ନିଶ୍ଚଳତା, ପ୍ରଶାନ୍ତତା, ପ୍ରସନ୍ନତା, ସ୍ଥିରତା

स्थिर या निश्चल होने की अवस्था या भाव।

धन के अभाव के कारण इस कार्य में ठहराव आ गया है।
मन की स्थिरता शांति प्रदान करती है।
अचंचलता, अयान, अलोलिक, अवरति, अवसान, इस्तमरार, करार, जड़ता, जड़त्व, ठहराव, धृति, ध्रुवता, निश्चलता, प्रशांतता, प्रशान्तता, विराम, संकेतन, स्थायित्त्व, स्थिरता

A state of no motion or movement.

The utter motionlessness of a marble statue.
lifelessness, motionlessness, stillness