ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରତିକୂଳତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରତିକୂଳତା   ବିଶେଷ୍ୟ

ଅର୍ଥ : ପ୍ରତିକୂଳ ହେବାର ଅବସ୍ଥା ବା ଭାବ

ଉଦାହରଣ : ପ୍ରତିକୂଳତା ଯେକୌଣସି କାର୍ଯ୍ୟକୁ ଜଟିଳ କରିଦିଏ

ସମକକ୍ଷ : ପ୍ରତିପକ୍ଷତା, ବିପକ୍ଷତା, ବିରୁଦ୍ଧତା, ବିରୋଧିତା, ବୈପରୀତ୍ୟ

प्रतिकूल होने की अवस्था या भाव।

प्रतिकूलता किसी भी कार्य को जटिल बना देती है।
अननुकूलता, प्रतिकूलता, प्रतिकूलत्व, विपरीतता, विरुद्धता, वैपरीत्य

The quality of not being encouraging or indicative of success.

unfavorableness, unfavourableness

ଅର୍ଥ : କେତେକ ବସ୍ତୁମାନଙ୍କ ଗୁଣ ମାନ ଆଦି କ୍ଷେତ୍ରରେ ଗୋଟିଏ ଠାରୁ ଅନ୍ୟର କମ୍ ବା ବେଶି ଅଥବା ସେମାନଙ୍କର ଭଲ ବା ଖରାପର ବିଚାର

ଉଦାହରଣ : ରାମ ତୁଳନାରେ ଶ୍ୟାମ ଅଧିକ ଚତୁର

ସମକକ୍ଷ : ଅପେକ୍ଷା, ତୁଳନା, ପ୍ରତିଦ୍ୱନ୍ଦିତା, ପ୍ରତିଯୋଗିତା, ବିପକ୍ଷତା, ବିରୋଧିତା

कई वस्तुओं के गुण, मान आदि के एक दूसरे से कम या अधिक अथवा उनके अच्छे या बुरे होने का विचार।

राम की तुलना में श्याम अधिक चतुर है।
अपेक्षा, तुलना, मुक़ाबला, मुक़ाबिला, मुकाबला, मुकाबिला

Relation based on similarities and differences.

comparison

ଅର୍ଥ : ବିମୁଖ ହେବାର ଅବସ୍ଥା ବା ଭାବ

ଉଦାହରଣ : ପରିବାର ପ୍ରତି ତାଙ୍କର ବିମୁଖତା ଚିନ୍ତାର ବିଷୟ

ସମକକ୍ଷ : ଅପ୍ରସନ୍ନତା, ବିମୁଖତା, ସ୍ପୃହାହୀନତା

विमुख होने की अवस्था या भाव।

परिवार के प्रति उसकी विमुखता चिन्ता का विषय है।
परांग्मुखता, विमुखता

The trait of lacking enthusiasm for or interest in things generally.

apathy, indifference, numbness, spiritlessness