ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରତିଦ୍ୱନ୍ଦିତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରତିଦ୍ୱନ୍ଦିତା   ବିଶେଷ୍ୟ

ଅର୍ଥ : କେତେକ ବସ୍ତୁମାନଙ୍କ ଗୁଣ ମାନ ଆଦି କ୍ଷେତ୍ରରେ ଗୋଟିଏ ଠାରୁ ଅନ୍ୟର କମ୍ ବା ବେଶି ଅଥବା ସେମାନଙ୍କର ଭଲ ବା ଖରାପର ବିଚାର

ଉଦାହରଣ : ରାମ ତୁଳନାରେ ଶ୍ୟାମ ଅଧିକ ଚତୁର

ସମକକ୍ଷ : ଅପେକ୍ଷା, ତୁଳନା, ପ୍ରତିକୂଳତା, ପ୍ରତିଯୋଗିତା, ବିପକ୍ଷତା, ବିରୋଧିତା

कई वस्तुओं के गुण, मान आदि के एक दूसरे से कम या अधिक अथवा उनके अच्छे या बुरे होने का विचार।

राम की तुलना में श्याम अधिक चतुर है।
अपेक्षा, तुलना, मुक़ाबला, मुक़ाबिला, मुकाबला, मुकाबिला

Relation based on similarities and differences.

comparison

ଅର୍ଥ : କୌଣସି କାମରେ ଅନ୍ୟମାନଙ୍କଠାରୁ ଆଗକୁ ବଢ଼ିବା ପ୍ରଯତ୍ନ

ଉଦାହରଣ : ଆଜିକାଲି କମ୍ପାନୀମାନଙ୍କ ମଧ୍ୟରେ ପ୍ରତିଯୋଗିତା କାରଣରୁ ବଜାରକୁ ପ୍ରତିଦିନ ନୂଆ ଉତ୍ପାଦନ ଆସୁଅଛି

ସମକକ୍ଷ : ପ୍ରତିଯୋଗିତା, ପ୍ରତିସ୍ପର୍ଦ୍ଧା, ମୁକାବିଲା

किसी काम में औरों से आगे बढ़ने का प्रयत्न।

आजकल कंपनियों के बीच चल रही प्रतियोगिता के कारण बाजार में नित नये उत्पाद आ रहे हैं।
अराअरी, प्रतिद्वंद्विता, प्रतियोगिता, प्रतिस्पर्द्धा, प्रतिस्पर्धा, मुक़ाबला, मुक़ाबिला, मुकाबला, मुकाबिला, लाग-डाँट, लागडाँट, स्पर्द्धा, स्पर्धा, होड़

A business relation in which two parties compete to gain customers.

Business competition can be fiendish at times.
competition

ଅର୍ଥ : ଦୁଇ ସମାସ୍କନ୍ଦ ବ୍ୟକ୍ତିମାନଙ୍କ ବିରୋଧ

ଉଦାହରଣ : ପ୍ରତିଦ୍ୱନ୍ଦିତା ଚାଲିଥିବା ରାମ ଓ ଶ୍ୟାମଙ୍କ ମଧ୍ୟରେ ଏବେବି ଶତ୍ରୁତା ଅଛି

दो समान व्यक्तियों का विरोध।

प्रतिद्वंद्व के चलते राम और श्याम में आज भी शत्रुता है।
प्रतिद्वंद्व, प्रतिद्वन्द्व

An open clash between two opposing groups (or individuals).

The harder the conflict the more glorious the triumph.
Police tried to control the battle between the pro- and anti-abortion mobs.
battle, conflict, struggle