ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତୁଳନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତୁଳନା   ବିଶେଷ୍ୟ

ଅର୍ଥ : ସମାନ ବା ତୁଲ୍ୟ ହେବାର ଅବସ୍ଥା ବା ଭାବ

ଉଦାହରଣ : ଆମର ସହିତ ଆପଣଙ୍କଋ ତୁଳନା ପାଖାପାଖି ସମାନ

ସମକକ୍ଷ : ବରାବରି, ମୁକାବିଲା, ସମାନତା

समान,बराबर या तुल्य होने की अवस्था या भाव।

हमारी आपकी क्या समानता।
तुल्यता, प्रतिमान, बराबरी, मुक़ाबला, मुक़ाबिला, मुकाबला, मुकाबिला, समता, समानता, साम्य

ଅର୍ଥ : କେତେକ ବସ୍ତୁମାନଙ୍କ ଗୁଣ ମାନ ଆଦି କ୍ଷେତ୍ରରେ ଗୋଟିଏ ଠାରୁ ଅନ୍ୟର କମ୍ ବା ବେଶି ଅଥବା ସେମାନଙ୍କର ଭଲ ବା ଖରାପର ବିଚାର

ଉଦାହରଣ : ରାମ ତୁଳନାରେ ଶ୍ୟାମ ଅଧିକ ଚତୁର

ସମକକ୍ଷ : ଅପେକ୍ଷା, ପ୍ରତିକୂଳତା, ପ୍ରତିଦ୍ୱନ୍ଦିତା, ପ୍ରତିଯୋଗିତା, ବିପକ୍ଷତା, ବିରୋଧିତା

कई वस्तुओं के गुण, मान आदि के एक दूसरे से कम या अधिक अथवा उनके अच्छे या बुरे होने का विचार।

राम की तुलना में श्याम अधिक चतुर है।
अपेक्षा, तुलना, मुक़ाबला, मुक़ाबिला, मुकाबला, मुकाबिला

Relation based on similarities and differences.

comparison