ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିମୁଖତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିମୁଖତା   ବିଶେଷ୍ୟ

ଅର୍ଥ : ବିମୁଖ ହେବାର ଅବସ୍ଥା ବା ଭାବ

ଉଦାହରଣ : ପରିବାର ପ୍ରତି ତାଙ୍କର ବିମୁଖତା ଚିନ୍ତାର ବିଷୟ

ସମକକ୍ଷ : ଅପ୍ରସନ୍ନତା, ପ୍ରତିକୂଳତା, ସ୍ପୃହାହୀନତା

विमुख होने की अवस्था या भाव।

परिवार के प्रति उसकी विमुखता चिन्ता का विषय है।
परांग्मुखता, विमुखता

The trait of lacking enthusiasm for or interest in things generally.

apathy, indifference, numbness, spiritlessness