ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିରୁଦ୍ଧତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିରୁଦ୍ଧତା   ବିଶେଷ୍ୟ

ଅର୍ଥ : ପ୍ରତିକୂଳ ହେବାର ଅବସ୍ଥା ବା ଭାବ

ଉଦାହରଣ : ପ୍ରତିକୂଳତା ଯେକୌଣସି କାର୍ଯ୍ୟକୁ ଜଟିଳ କରିଦିଏ

ସମକକ୍ଷ : ପ୍ରତିକୂଳତା, ପ୍ରତିପକ୍ଷତା, ବିପକ୍ଷତା, ବିରୋଧିତା, ବୈପରୀତ୍ୟ

प्रतिकूल होने की अवस्था या भाव।

प्रतिकूलता किसी भी कार्य को जटिल बना देती है।
अननुकूलता, प्रतिकूलता, प्रतिकूलत्व, विपरीतता, विरुद्धता, वैपरीत्य

The quality of not being encouraging or indicative of success.

unfavorableness, unfavourableness

ଅର୍ଥ : ଲୋକମାନଙ୍କୁ ପରସ୍ପର ବିରୋଧରେ ପ୍ରବର୍ତ୍ତେଇବାର ପ୍ରକ୍ରିୟା

ଉଦାହରଣ : ଭେଦ ସୃଷ୍ଟିକରି ଶାସନ କରିବା ଇଂରେଜମାନଙ୍କ ନୀତି ଥିଲା

ସମକକ୍ଷ : ପ୍ରଭେଦ, ଫାଟ, ଭେଦ

लोगों को एक दूसरे के विरोधी बनने या बनाने की क्रिया।

फूट डालो ओर राज करो, यही अंग्रेजों की नीति थी।
दरार, फूट, भंग, भङ्ग, भेद

Division of a group into opposing factions.

Another schism like that and they will wind up in bankruptcy.
schism, split