ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପେକ୍ଷା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପେକ୍ଷା   ବିଶେଷ୍ୟ

ଅର୍ଥ : କେତେକ ବସ୍ତୁମାନଙ୍କ ଗୁଣ ମାନ ଆଦି କ୍ଷେତ୍ରରେ ଗୋଟିଏ ଠାରୁ ଅନ୍ୟର କମ୍ ବା ବେଶି ଅଥବା ସେମାନଙ୍କର ଭଲ ବା ଖରାପର ବିଚାର

ଉଦାହରଣ : ରାମ ତୁଳନାରେ ଶ୍ୟାମ ଅଧିକ ଚତୁର

ସମକକ୍ଷ : ତୁଳନା, ପ୍ରତିକୂଳତା, ପ୍ରତିଦ୍ୱନ୍ଦିତା, ପ୍ରତିଯୋଗିତା, ବିପକ୍ଷତା, ବିରୋଧିତା

कई वस्तुओं के गुण, मान आदि के एक दूसरे से कम या अधिक अथवा उनके अच्छे या बुरे होने का विचार।

राम की तुलना में श्याम अधिक चतुर है।
अपेक्षा, तुलना, मुक़ाबला, मुक़ाबिला, मुकाबला, मुकाबिला

Relation based on similarities and differences.

comparison

ଅର୍ଥ : କୌଣସି କାମ ହେବା ବା କାହାକୁ ଭରସା କରି ରହିବା କ୍ରିୟା ବା ଭାବ

ଉଦାହରଣ : ମୁଁ ଏଠି ବସି ରାମର ପ୍ରତୀକ୍ଷା କରୁଛି

ସମକକ୍ଷ : ପ୍ରତୀକ୍ଷା

कोई काम होने या किसी के आने के आसरे रहने की क्रिया या भाव।

मैं यहाँ बैठकर राम की प्रतीक्षा कर रहा हूँ।
आसरा, इंतज़ार, इंतज़ारी, इंतजार, इंतजारी, इंतिज़ार, इंतिजार, इन्तज़ार, इन्तज़ारी, इन्तजार, इन्तजारी, इन्तिज़ार, प्रतीक्षा

The act of waiting (remaining inactive in one place while expecting something).

The wait was an ordeal for him.
wait, waiting

ଅପେକ୍ଷା   କ୍ରିୟା ବିଶେଷଣ

ଅର୍ଥ : ଜଣକୁ ଅନ୍ୟସହିତ ତୁଳନା କରିବା

ଉଦାହରଣ : ପାଠପଢ଼ାରେ ରାମ ଶ୍ୟାମଠାରୁ ତୁଳନାତ୍ମକ ଭାବେ ଅଧିକ ଭଲ

ସମକକ୍ଷ : ଅପେକ୍ଷାକୃତ ଭାବେ, ତୁଳନାତ୍ମକ ଭାବେ, ତୁଳନାରେ

तुलना या मुक़ाबले में।

पढ़ाई में राम श्याम की अपेक्षाकृत अधिक अच्छा है।
अपेक्षया, अपेक्षाकृत, कहीं, तुलना में, बनिस्बत, मुक़ाबले, मुकाबले, से