ଅର୍ଥ : କେତେକ ବସ୍ତୁମାନଙ୍କ ଗୁଣ ମାନ ଆଦି କ୍ଷେତ୍ରରେ ଗୋଟିଏ ଠାରୁ ଅନ୍ୟର କମ୍ ବା ବେଶି ଅଥବା ସେମାନଙ୍କର ଭଲ ବା ଖରାପର ବିଚାର
ଉଦାହରଣ :
ରାମ ତୁଳନାରେ ଶ୍ୟାମ ଅଧିକ ଚତୁର
ସମକକ୍ଷ : ଅପେକ୍ଷା, ତୁଳନା, ପ୍ରତିକୂଳତା, ପ୍ରତିଦ୍ୱନ୍ଦିତା, ବିପକ୍ଷତା, ବିରୋଧିତା
ଅର୍ଥ : କୌଣସି କାମରେ ଅନ୍ୟମାନଙ୍କଠାରୁ ଆଗକୁ ବଢ଼ିବା ପ୍ରଯତ୍ନ
ଉଦାହରଣ :
ଆଜିକାଲି କମ୍ପାନୀମାନଙ୍କ ମଧ୍ୟରେ ପ୍ରତିଯୋଗିତା କାରଣରୁ ବଜାରକୁ ପ୍ରତିଦିନ ନୂଆ ଉତ୍ପାଦନ ଆସୁଅଛି
ସମକକ୍ଷ : ପ୍ରତିଦ୍ୱନ୍ଦିତା, ପ୍ରତିସ୍ପର୍ଦ୍ଧା, ମୁକାବିଲା
ଅର୍ଥ : ଯେଉଁ ଆୟୋଜିତ ସୁଯୋଗ, କାମ ଆଦିରେ ସାମିଲ ହୋଇଥିବା ପ୍ରତିଯୋଗୀମାନଙ୍କ ମଧ୍ୟରୁ ଜଣକୁ ବିଜେତା ଭାବରେ ମନୋନୀତ କରାଯାଏ
ଉଦାହରଣ :
ମନୋହର ବିଦ୍ୟାଳୟର ବାର୍ଷିକ ପ୍ରତିଯୋଗିତାରେ ଭାଗ ନେଉଅଛି ଏଥର ରମେଶର ପ୍ରତିଦ୍ୱନ୍ଦିତା ଜଣେ ନାମୀ ପହେଲମାନ ସହିତ ହେବ
ସମକକ୍ଷ : ପ୍ରତିସ୍ପର୍ଦ୍ଧା, ମୁକାବିଲା