ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲାଭ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲାଭ କରିବା   କ୍ରିୟାପଦ

ଅର୍ଥ : ନିଜ ଅଧିକାର ଭୁକ୍ତ କରିବା

ଉଦାହରଣ : ଅଶୋକ କଳିଙ୍ଗ ଉପରେ ବିଜୟପ୍ରାପ୍ତିକଲେ

ସମକକ୍ଷ : ପାଇବା, ପ୍ରାପ୍ତି କରିବା, ହାସଲ କରିବା

अपने अधिकार में करना।

अशोक ने कलिंग पर विजय पाई।
पाना, प्राप्त करना, हासिल करना

ଅର୍ଥ : ଲାଭ ଉଠାଇବା

ଉଦାହରଣ : ଠିକାଦାରମାନେ ଶ୍ରମିକମାନଙ୍କ ପରିଶ୍ରମର ଲାଭ ଉଠାନ୍ତି

ସମକକ୍ଷ : ଫାଇଦା ନେବା, ଲାଭ ଉଠାଇବା, ସୁଫଳ ପାଇବା

ऐसा काम करना जिससे लाभ हो।

ठेकेदार मजदूरों की मेहनत का लाभ उठाते हैं।
फ़ायदा उठाना, फायदा उठाना, भुनाना, लाभ उठाना

Derive a benefit from.

She profited from his vast experience.
benefit, gain, profit

ଅର୍ଥ : କୌଣସି କାମଆଦିରେ ମୂଳ ଧନରୁ ଅଧିକ କମେଇବା

ଉଦାହରଣ : ସେ ଫଳ ବେପାରରୁ ବହୁତ ଲାଭ କରୁଅଛି

ସମକକ୍ଷ : ଲାଭାନ୍ୱିତ ହେବା

किसी काम आदि में लागत से अधिक कमाना।

वह फल व्यापार के द्वारा बहुत ही लाभ कमाता है।
फ़ायदा कमाना, लाभ कमाना, लाभान्वित होना