ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାପୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାପୀ   ବିଶେଷ୍ୟ

ଅର୍ଥ : ଅଧିକାର ବିରୁଦ୍ଧ ବର୍ଜିତ ସ୍ଥାନ ବା କ୍ଷେତ୍ରକୁ ଯାଉଥିବା ବ୍ୟକ୍ତି

ଉଦାହରଣ : ଦୁରାଚାରୀକୁ ଲୋକେ ବାଡ଼େଇଲେ

ସମକକ୍ଷ : କୁକର୍ମା, ଦୁରାଚାରୀ

अधिकार-विरुद्ध वर्जित स्थान या क्षेत्र में जाने वाला व्यक्ति।

लोगों ने अपचारक की पिटाई कर दी।
अपचारक

ଅର୍ଥ : ଯେ ପାପ କରେ ବା ପାପ କାମ କରିବା ବ୍ୟକ୍ତି

ଉଦାହରଣ : ପାପୀମାନଙ୍କର ଜୀବନ ଅଶାନ୍ତିପୂର୍ଣ୍ଣ ହୋଇଥାଏ

ସମକକ୍ଷ : ନୀଚ, ପତିତ, ପାତକୀ, ପାପକର୍ମା, ପାପାଚାରୀ, ପାପାତ୍ମା

वह जो पाप करे या पाप करनेवाला व्यक्ति।

पापियों का जीवन अशांति से भरा होता है।
खबीस, नीच, पतित, पातकी, पापकर्मी, पापाचारी, पापात्मा, पापी, पाष्मा

A person who sins (without repenting).

evildoer, sinner

ପାପୀ   ବିଶେଷଣ

ଅର୍ଥ : ଯିଏ ପାପ କରେ ବା ପାପ କରିବା ଲୋକ

ଉଦାହରଣ : ଧାର୍ମିକ ଗ୍ରନ୍ଥରେ ବର୍ଣ୍ଣିତ ହୋଇଛିଯେ ଯେତେବେଳେ ପୃଥିବୀରେ ପାପ ବଢ଼ିଯାଏ, ସେତେବେଳେ ପ୍ରଭୁ ଅବତାର ନେଇ ପାପୀମାନଙ୍କୁ ସଂହାର କରିଦିଅନ୍ତି

ସମକକ୍ଷ : ଅଧର୍ମୀ, ଅଧାର୍ମିକ, ଅନାଚାରୀ, ଅସାଧୁ, ପାତକୀ, ପାପାଚାରୀ, ପାପାତ୍ମା, ପାମର, ମ୍ଳେଚ୍ଛ

जो पाप करता हो या पाप करने वाला।

धार्मिक ग्रंथों में वर्णित है कि जब-जब पृथ्वी पर पाप बढ़ता है,तब-तब प्रभु अवतार लेकर पापी व्यक्तियों का संहार कर देते हैं।
अघायु, अघी, अधम, अधर्मात्मा, अधर्मिष्ट, अधर्मी, अधार्मिक, अनाचारी, अपकृष्ट, अपत, अपति, अपमारगी, अपमार्गी, अपराधी, अयाज्य, अवद्य, अवर, अवरव्रत, इतर, कलुष, कुमार्गी, नीच, पतित, पातकी, पापकर्मा, पापकर्मी, पापाचारी, पापात्मा, पापी, पामर, पाष्मा, बीभत्स, मलिन, म्लेच्छ, वीभत्स, हीनव्रत

Having committed unrighteous acts.

A sinful person.
sinful, unholy, wicked