ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ବସ୍ତୁଆଦିର ତଳ ଭାଗ
ଉଦାହରଣ : ଏହି ବାସନର ତଳେ କଣା ଅଛି ମୋଚି ଜୋତାର ତଳି ବଦଳାଇଲା
ସମକକ୍ଷ : ତଳି
किसी वस्तु आदि के नीचे का भाग।
The lowest part of anything.
ଅର୍ଥ : କୌଣସି ବସ୍ତୁର ଉପର କିମ୍ବା ବାହାର ପାଖ
ଉଦାହରଣ : ଖରାରେ କୂଅର ଜଳ ସ୍ତର ଖସିଯାଏ
ସମକକ୍ଷ : ସ୍ତର
किसी वस्तु का ऊपरी या बाहरी फैलाव।
A surface forming part of the outside of an object.
ଅର୍ଥ : କୌଣସି ବସ୍ତୁର ଭିତର ତଳ ସ୍ତର
ଉଦାହରଣ : ଲୋଟାର ତଳଅଂଶରେ ଭସ୍ମ ଜମିଯାଇଛି
ସମକକ୍ଷ : ତଳଅଂଶ, ଭିତରପଟ ତଳ
किसी भी वस्तु की भीतरी निचली सतह।
The lower side of anything.
ଅର୍ଥ : କୌଣସି ବସ୍ତୁର ତଳଭାଗ ଯାହା ଆଧାରରେ ତାହା ଅଟକି ରହେ
ଉଦାହରଣ : ଏହି କଡେଇର ତଳ ମୋଟା
ସମକକ୍ଷ : ନିମ୍ନ ଭାଗ, ନିମ୍ନ ସ୍ଥଳ
किसी वस्तु का वह निचला भाग जिसके आधार पर वह ठहरी रहती है।
ଅର୍ଥ : ଜଳାଶୟର ତଳ ଭୂମି
ଉଦାହରଣ : ଏହି ନଦୀର ତଳ ସଫା ଦେଖାଯାଉଛି
जलाशय के नीचे की भूमि।
A depression forming the ground under a body of water.
ଅର୍ଥ : ତଳଆଡ଼କୁ
ଉଦାହରଣ : ତଳକୁ ଦେଖି ଚାଲ
ସମକକ୍ଷ : ଅଧଃ, ତଳକୁ, ନିମ୍ନ
नीचे की ओर।
In or to a place that is lower.
ଅର୍ଥ : କୌଣସି ବସ୍ତୁର ତଳ ଅଂଶ
ଉଦାହରଣ : ଏହି କବାଟର ନିମ୍ନ ଅଂଶ ନଷ୍ଟ ହୋଇଯାଇଛି
ସମକକ୍ଷ : ନିଚ, ନିମ୍ନ
अवस्था, पद, स्थिति आदि के विचार से निम्न स्तर पर या नीचे होने वाला या नीचे का।
Situated at the bottom or lowest position.
ଅର୍ଥ : ଯେଉଁ ବ୍ୟକ୍ତି ଜାତି, ପଦ, ଗୁଣଆଦିରେ କମ୍
ଉଦାହରଣ : ଉଚ୍ଚ ବର୍ଗର ଲୋକମାନେ ନିମ୍ନ ବର୍ଗର ଲୋକଙ୍କୁ ହଇରାଣ କରୁଥିଲେ
ସମକକ୍ଷ : ନିମ୍ନ, ନୀଚ
जो जाति, पद, गुण आदि में घटकर हो।
Of low or inferior quality.
ଅର୍ଥ : ଘରର ମହଲା
ଉଦାହରଣ : ବଡ ସହରରେ ବହୁ ମହଲା ବିଶିଷ୍ଟ ଘର ଅଧିକ ଥାଏ
ସମକକ୍ଷ : ମହଲା
मंज़िल या तल्ले का।
Having stories as indicated.
ସଂସ୍ଥାପନ କରନ୍ତୁ