ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେ ପାପ କରେ ବା ପାପ କାମ କରିବା ବ୍ୟକ୍ତି
ଉଦାହରଣ : ପାପୀମାନଙ୍କର ଜୀବନ ଅଶାନ୍ତିପୂର୍ଣ୍ଣ ହୋଇଥାଏ
ସମକକ୍ଷ : ନୀଚ, ପତିତ, ପାତକୀ, ପାପକର୍ମା, ପାପାଚାରୀ, ପାପୀ
वह जो पाप करे या पाप करनेवाला व्यक्ति।
A person who sins (without repenting).
ଅର୍ଥ : ଯିଏ ପାପ କରେ ବା ପାପ କରିବା ଲୋକ
ଉଦାହରଣ : ଧାର୍ମିକ ଗ୍ରନ୍ଥରେ ବର୍ଣ୍ଣିତ ହୋଇଛିଯେ ଯେତେବେଳେ ପୃଥିବୀରେ ପାପ ବଢ଼ିଯାଏ, ସେତେବେଳେ ପ୍ରଭୁ ଅବତାର ନେଇ ପାପୀମାନଙ୍କୁ ସଂହାର କରିଦିଅନ୍ତି
ସମକକ୍ଷ : ଅଧର୍ମୀ, ଅଧାର୍ମିକ, ଅନାଚାରୀ, ଅସାଧୁ, ପାତକୀ, ପାପାଚାରୀ, ପାପୀ, ପାମର, ମ୍ଳେଚ୍ଛ
जो पाप करता हो या पाप करने वाला।
Having committed unrighteous acts.
ସଂସ୍ଥାପନ କରନ୍ତୁ