ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ତଳଆଡ଼କୁ
ଉଦାହରଣ : ତଳକୁ ଦେଖି ଚାଲ
ସମକକ୍ଷ : ଅଧଃ, ତଳ, ତଳକୁ
नीचे की ओर।
In or to a place that is lower.
ଅର୍ଥ : କୌଣସି ବସ୍ତୁର ତଳ ଅଂଶ
ଉଦାହରଣ : ଏହି କବାଟର ନିମ୍ନ ଅଂଶ ନଷ୍ଟ ହୋଇଯାଇଛି
ସମକକ୍ଷ : ତଳ, ନିଚ
अवस्था, पद, स्थिति आदि के विचार से निम्न स्तर पर या नीचे होने वाला या नीचे का।
Situated at the bottom or lowest position.
ଅର୍ଥ : ଯାହାର ତଳ ଠାରୁ ତା ଆଖପାଖର ତଳ ଉଚ୍ଚ ହୋଇଥାଏ ବା ଯାହା କିଛି ନିମ୍ନରେ ବା ଗହୀରରେ ହୋଇଥାଏ
ଉଦାହରଣ : ନନ୍ଦା ଦେବୀ ଏଭରେଷ୍ଟ ଅପେକ୍ଷା ନୀଚା ଶିଖର
ସମକକ୍ଷ : ଅନୁଚ୍ଚ, ନୀଚା
जिसके तल से उसके आसपास का तल ऊँचा हो या जो कुछ उतार या गहराई में हो।
Of relatively low or level country.
ଅର୍ଥ : ଯେଉଁ ବ୍ୟକ୍ତି ଜାତି, ପଦ, ଗୁଣଆଦିରେ କମ୍
ଉଦାହରଣ : ଉଚ୍ଚ ବର୍ଗର ଲୋକମାନେ ନିମ୍ନ ବର୍ଗର ଲୋକଙ୍କୁ ହଇରାଣ କରୁଥିଲେ
ସମକକ୍ଷ : ତଳ, ନୀଚ
जो जाति, पद, गुण आदि में घटकर हो।
Of low or inferior quality.
ଅର୍ଥ : ତଳ ବା ନିମ୍ନ ଭାଗ ସହିତ ସମ୍ବନ୍ଧ ରଖୁଥିବା
ଉଦାହରଣ : ସମୁଦ୍ରର ତଳିଆ ସ୍ତରରେ ଉଦ୍ୟୋଗିକ ମଇଳା ଗଦା ଜମା ହେଉଛି
ସମକକ୍ଷ : ତଳିଆ
तल या नीचे के भाग से संबंध रखने वाला।
ସଂସ୍ଥାପନ କରନ୍ତୁ