ଅର୍ଥ : ଯଦୁବଂଶୀ ବାସୁଦେବଙ୍କ ପୁତ୍ର ଯେ ବିଷ୍ଣୁଙ୍କ ମୁଖ୍ୟ ଅବତାରମାନଙ୍କ ମଧ୍ୟରେ ଜଣେ ଥିଲେ
ଉଦାହରଣ :
ସୂରଦାସ କୃଷ୍ଣଙ୍କ ପରମ ଭକ୍ତ ଥିଲେ କୃଷ୍ଣ ଦ୍ୱାପର ଯୁଗରେ ପ୍ରକଟ ହୋଇଥିଲେ
ସମକକ୍ଷ : କଂସାରୀ, କହ୍ନେଇ, କାହ୍ନା, କୁଞ୍ଜବିହାରୀ, କୃଷ୍ଣ, କୃଷ୍ଣଚନ୍ଦ୍ର, କେଶବ, ଗିରିଧର, ଗିରିଧାରୀ, ଗୋପାଳ, ଗୋପୀନାଥ, ଗୋବିନ୍ଦ, ଘନଶ୍ୟାମ, ଦାମୋଦର, ଦୀନବନ୍ଧୁ, ଦୈତାରୀ, ଦ୍ୱାରିକାଧୀଶ, ନନ୍ଦକିଶୋର, ନନ୍ଦସୂତ, ପୀତବାସ, ବଂଶୀଧର, ବନମାଳୀ, ବାସୁଦେବ, ବିପିନବିହାରୀ, ବ୍ରଜବିହାରୀ, ମଧୁସୂଦନ, ମନମୋହନ, ମାଧବ, ମୂରଲୀଧର, ମୂରଲୀମୋହନ, ମୂରାରୀ, ମୋହନ, ଯୋଗେଶ୍ୱର, ରାଧାନାଥ, ରାଧାମୋହନ, ଶ୍ରୀକୃଷ୍ଣ, ଶ୍ୟାମ, ହରି
ଅର୍ଥ : ଋଗବେଦର ପୁରୁଷ ସୂକ୍ତ ରଚନା କରିଥିବା ଜଣେ ଋଷି
ଉଦାହରଣ :
ଗୋଟିଏ କାହାଣୀ ଅନୁସାରେ ନାରାୟଣ ଋଷି ନିଜ ଊରୁରୁ ଉର୍ବଶୀଙ୍କୁ ଜାତ କରିଥିଲେ
ସମକକ୍ଷ : ନାରାୟଣ ଋଷି