ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ହିନ୍ଦୁମାନଙ୍କର ଜଣେ ପ୍ରମୁଖ ଦେବତା ଯାହାଙ୍କୁ ସୃଷ୍ଟିର ପାଳନ କର୍ତ୍ତା ବୋଲି ବିଚାରକରାଯାଏ
ଉଦାହରଣ : ରାମ ଓ କୃଷ୍ଣ ବିଷ୍ଣୁଙ୍କର ଅବତାର
ସମକକ୍ଷ : କମଳପତି, କମଳାକାନ୍ତ, କମଳେଶ, ଚକ୍ରଧର, ଚକ୍ରପାଣି, ଜଗଦୀଶ, ଜନାର୍ଦନ, ନାରାୟଣ, ବାସୁଦେବ, ବିଷ୍ଣୁ, ମହେନ୍ଦ୍ର, ରମାପତି, ରମେଶ, ଶାରଙ୍ଗପାଣି, ଶ୍ରୀକାନ୍ତ, ଶ୍ରୀନିବାସ, ହରି
हिन्दुओं के एक प्रमुख देवता जो सृष्टि का पालन करने वाले माने जाते हैं।
The sustainer. A Hindu divinity worshipped as the preserver of worlds.
ଅର୍ଥ : ଯାହାର ଆଖି ପଦ୍ମ ଭଳି ସୁନ୍ଦର
ଉଦାହରଣ : ରାଧା କମଳନୟନ କୃଷ୍ଣଙ୍କୁ ପ୍ରେମ କରୁଥିଲେ
ସମକକ୍ଷ : ଅରବିନ୍ଦ ନୟନ, କମଳ ଲୋଚନ, କମଳନେତ୍ର, କମଳନୟନ, ପଦ୍ମ -ଲୋଚନ, ପଦ୍ମନେତ୍ର, ପୁଣ୍ଡରିକନେତ୍ର, ରାଜୀବଲୋଚନ
जिसकी आँखे कमल के समान सुंदर हों।
ସଂସ୍ଥାପନ କରନ୍ତୁ