ଅର୍ଥ : ଯଦୁବଂଶୀ ବାସୁଦେବଙ୍କ ପୁତ୍ର ଯେ ବିଷ୍ଣୁଙ୍କ ମୁଖ୍ୟ ଅବତାରମାନଙ୍କ ମଧ୍ୟରେ ଜଣେ ଥିଲେ
ଉଦାହରଣ :
ସୂରଦାସ କୃଷ୍ଣଙ୍କ ପରମ ଭକ୍ତ ଥିଲେ କୃଷ୍ଣ ଦ୍ୱାପର ଯୁଗରେ ପ୍ରକଟ ହୋଇଥିଲେ
ସମକକ୍ଷ : କଂସାରୀ, କହ୍ନେଇ, କାହ୍ନା, କୁଞ୍ଜବିହାରୀ, କୃଷ୍ଣ, କୃଷ୍ଣଚନ୍ଦ୍ର, କେଶବ, ଗିରିଧର, ଗିରିଧାରୀ, ଗୋପାଳ, ଗୋପୀନାଥ, ଗୋବିନ୍ଦ, ଘନଶ୍ୟାମ, ଦୀନବନ୍ଧୁ, ଦୈତାରୀ, ଦ୍ୱାରିକାଧୀଶ, ନନ୍ଦକିଶୋର, ନନ୍ଦସୂତ, ନାରାୟଣ, ପୀତବାସ, ବଂଶୀଧର, ବନମାଳୀ, ବାସୁଦେବ, ବିପିନବିହାରୀ, ବ୍ରଜବିହାରୀ, ମଧୁସୂଦନ, ମନମୋହନ, ମାଧବ, ମୂରଲୀଧର, ମୂରଲୀମୋହନ, ମୂରାରୀ, ମୋହନ, ଯୋଗେଶ୍ୱର, ରାଧାନାଥ, ରାଧାମୋହନ, ଶ୍ରୀକୃଷ୍ଣ, ଶ୍ୟାମ, ହରି
ଅର୍ଥ : ବଙ୍ଗଳାରେ ପ୍ରବାହିତ ଏକ ନଦୀ
ଉଦାହରଣ :
ଦାମୋଦର ନଦୀ ଛୋଟ ନାଗପୁରର ପାହାଡ଼ରୁ ବାହାରିଛି
ସମକକ୍ଷ : ଦାମୋଦର ନଦୀ
ଅର୍ଥ : ଜଣେ ଜୈନ୍ୟ ତୀର୍ଥଙ୍କର
ଉଦାହରଣ :
ଏହା ଦାମୋଦରଙ୍କ ପ୍ରତିମା