ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନାରାୟଣ ଋଷି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନାରାୟଣ ଋଷି   ବିଶେଷ୍ୟ

ଅର୍ଥ : ଋଗବେଦର ପୁରୁଷ ସୂକ୍ତ ରଚନା କରିଥିବା ଜଣେ ଋଷି

ଉଦାହରଣ : ଗୋଟିଏ କାହାଣୀ ଅନୁସାରେ ନାରାୟଣ ଋଷି ନିଜ ଊରୁରୁ ଉର୍ବଶୀଙ୍କୁ ଜାତ କରିଥିଲେ

ସମକକ୍ଷ : ନାରାୟଣ

एक पौराणिक ऋषि जिन्होंने ऋग्वेद के पुरुष सूक्त की रचना की।

एक कथा के अनुसार नारायण ने अपने ऊरु से उर्वशी को उत्पन्न किया था।
नारायण, नारायण ऋषि

A mentor in spiritual and philosophical topics who is renowned for profound wisdom.

sage