ଅର୍ଥ : ଯଦୁବଂଶୀ ବାସୁଦେବଙ୍କ ପୁତ୍ର ଯେ ବିଷ୍ଣୁଙ୍କ ମୁଖ୍ୟ ଅବତାରମାନଙ୍କ ମଧ୍ୟରେ ଜଣେ ଥିଲେ
ଉଦାହରଣ :
ସୂରଦାସ କୃଷ୍ଣଙ୍କ ପରମ ଭକ୍ତ ଥିଲେ କୃଷ୍ଣ ଦ୍ୱାପର ଯୁଗରେ ପ୍ରକଟ ହୋଇଥିଲେ
ସମକକ୍ଷ : କଂସାରୀ, କହ୍ନେଇ, କାହ୍ନା, କୁଞ୍ଜବିହାରୀ, କୃଷ୍ଣ, କୃଷ୍ଣଚନ୍ଦ୍ର, କେଶବ, ଗିରିଧର, ଗିରିଧାରୀ, ଗୋପାଳ, ଗୋପୀନାଥ, ଗୋବିନ୍ଦ, ଘନଶ୍ୟାମ, ଦାମୋଦର, ଦୀନବନ୍ଧୁ, ଦୈତାରୀ, ଦ୍ୱାରିକାଧୀଶ, ନନ୍ଦକିଶୋର, ନନ୍ଦସୂତ, ନାରାୟଣ, ପୀତବାସ, ବଂଶୀଧର, ବନମାଳୀ, ବାସୁଦେବ, ବିପିନବିହାରୀ, ବ୍ରଜବିହାରୀ, ମଧୁସୂଦନ, ମନମୋହନ, ମାଧବ, ମୂରଲୀଧର, ମୂରଲୀମୋହନ, ମୂରାରୀ, ମୋହନ, ଯୋଗେଶ୍ୱର, ରାଧାନାଥ, ରାଧାମୋହନ, ଶ୍ରୀକୃଷ୍ଣ, ଶ୍ୟାମ
ଅର୍ଥ : କଶ୍ୟପଙ୍କ କ୍ରୋଧବଶା ନାମକ ପତ୍ନୀଙ୍କ ଠାରୁ ଉତ୍ପନ୍ନ ଦଶକନ୍ୟାଙ୍କ ମଧ୍ୟରୁ ଗୋଟିଏ
ଉଦାହରଣ :
ସିଂହ, ମାଙ୍କଡ ଆଦିଙ୍କ ଉତ୍ପତି ହରିଙ୍କ ଠାରୁ ହୋଇଥିବା ବିଶ୍ବାସ କରାଯାଏ
ଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ ଯେଉଁଥିରେ ଚଉଦଟି ବର୍ଣ୍ଣ ଥାଏ
ଉଦାହରଣ :
ହରିର ପ୍ରତ୍ୟେକ ପାଦରେ ଜଗଣ,ରଗଣ, ଜଗଣ, ରଗଣ ଏବଂ ଶେଷରେ ଲଘୁ ଗୁରୁ ଥାଏ