ଅର୍ଥ : ଏକ ପ୍ରକାରର ମଶିଣା
ଉଦାହରଣ :
ଶ୍ୟାମ ପଟି ବିଛାଉଛି
ଅର୍ଥ : ପତ୍ରଭଳି କୌଣସି ଚାରିକୋଣିଆ ବସ୍ତୁ ଯାହା ନିଜକୁ ନିଜେ ସମ୍ପୂର୍ଣ୍ଣ ହୋଇଥାଏ
ଉଦାହରଣ :
ସେ ଔଷଧ ଦୋକାନରୁ ଔଷଧର ଏକ ପଟି କିଣିଲା ତାସର ପତା ଗୁଡିକ ଏଣେତେଣେ ଖେଳେଇ ହୋଇ ପଡିଛି
ସମକକ୍ଷ : ପତା
ଅର୍ଥ : ଛଣପଟ ବା ପଟ ଦଉଡ଼ିରେ ତିଆରି ବିଛାଇବା ବସ୍ତୁ
ଉଦାହରଣ :
ଆମ୍ଭେମାନେ ପାଠଶାଳାରେ ପଟି ଉପରେ ବସି ପାଢ଼ୁ
ଅର୍ଥ : ଏକସ୍ଥାନରେ ବା ମଝିରେ ଏଣେତେଣେ ହୋଇ କିଛି ଦୂର ପର୍ଯ୍ୟନ୍ତ ଯାଇଥିବା କମ ଚଉଡ଼ା ଓ ଲମ୍ବା ବସ୍ତୁ ବା ଭୂଭାଗ
ଉଦାହରଣ :
ରାସ୍ତାର ଦୁଇପାର୍ଶ୍ୱରେ ଦୋକାନର ଲମ୍ବା ଧାଡ଼ି ରହିଛି
ସମକକ୍ଷ : ଧାଡ଼ି
ଅର୍ଥ : ପିଲାମାନଙ୍କ ଲେଖିବାପାଇଁ କାଠରେ ତିଆରି କବ୍ଜାଲଗା ପଟା
ଉଦାହରଣ :
ସେ କାଠ ସ୍ଲେଟ ଉପରେ ଖଡ଼ିରେ ଲେଖୁଛି
ସମକକ୍ଷ : କାଠ ସ୍ଲେଟ
ଅର୍ଥ : କାଠ,ବସ୍ତ୍ର,ଧାତୁ ଆଦିର ପତଳା,ଚେପଟା ଓ ଲମ୍ବା ଖଣ୍ଡ
ଉଦାହରଣ :
ବଢ଼େଇ କାଠର ପଟିକୁ ଏକାଠି କରୁଛି
ଅର୍ଥ : ଘା’ର ପୂଜ ଶୁଖିବାପାଇଁ କନା ନିର୍ମିତ ପଟି
ଉଦାହରଣ :
ଚିକିତ୍ସକ ତା ଘା’ରେ ପଟି ବାନ୍ଧୁଛନ୍ତି
ସମକକ୍ଷ : ବ୍ୟାଣ୍ଡେଜ୍
ଅର୍ଥ : ଲୁଗା ଉପରେ ସିଲେଇ ହୋଇଥିବା ସୁନେଲି ବା ରୂପେଲି ତାର ତିଆରି ଫିତା
ଉଦାହରଣ :
ତାଙ୍କର ଧଳା କୁର୍ତ୍ତା ଉପରେ ପଟି ଭଲ ଲାଗୁଛି
ଅର୍ଥ : କୁକୁର,ବିରାଡ଼ିଆଦିଙ୍କ ଗଳାରେ ପିନ୍ଧା ଯାଉଥିବା ଚମଡ଼ାଆଦିରେ ତିଆରି ପଟି
ଉଦାହରଣ :
କୁକୁରର ଗଳାରେ ଗୋଟିଏ ମଜବୁତ୍ ପଟି ଲଗା ଯାଇଥିଲା
ସମକକ୍ଷ : ବେଲ୍ଟ