ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲାଇନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲାଇନ   ବିଶେଷ୍ୟ

ଅର୍ଥ : ବହୁ ପରିବାର ରହିବାପାଇଁ ଏକ ଧାଡ଼ିରେ ଲଗାଲଗି ହୋଇ ତିଆରି କରାଯାଇଥିବା ଅନେକ ଘର

ଉଦାହରଣ : ବମ୍ବେରେ ଜାଗା କମ୍‌ କାରଣରୁ ଲୋକେ ଧାଡ଼ିରେ ରହନ୍ତି

ସମକକ୍ଷ : ଧାଡ଼ି

अनेक परिवारों के रहने के लिए बनाई गई आपस में सटी हुई मकानों की कतारें।

मुम्बई में जगह की कमी के कारण लोग चालों में रहते हैं।
चाल

ଅର୍ଥ : ଲୋକ ବା ବାହନମାନଙ୍କର ଧାଡ଼ି ଯାହା କାହାକୁ ବା କିଛିପାଇଁ ଅପେକ୍ଷା କରିଛନ୍ତି

ଉଦାହରଣ : ଧାଡ଼ି ଭାଙ୍ଗି ଯାତ୍ରୀ ଭରୁଥିବା ଚାଳକକୁ ବହୁତ ମାଡ଼ ହେଲା

ସମକକ୍ଷ : ଧାଡ଼ି, ପଂକ୍ତି

लोगों या वाहनों की पंक्ति जो किसी या कुछ की प्रतीक्षा कर रहे हों।

पंक्ति तोड़कर सवारी ढोनेवाले चालक की बहुत पिटाई हुई।
कतार, क़तार, पंक्ति, लाइन

A line of people or vehicles waiting for something.

queue, waiting line

ଅର୍ଥ : ସଂଚାର ପ୍ରଣାଳୀରେ ହେଉଥିବା ସଂପର୍କ

ଉଦାହରଣ : ଲାଇନ ଖରାପ ହେବା କାରଣରୁ ଟେଲିଫୋନରେ ସ୍ପଷ୍ଟ ସ୍ବର ଆସୁନାହିଁ

संचार प्रणाली में होने वाला संपर्क।

लाइन में खराबी होने के कारण टेलिफोन से स्पष्ट आवाज़ नहीं आ रही है।
लाइन

The state of being connected.

The connection between church and state is inescapable.
connectedness, connection, link