ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଂକ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଂକ୍ତି   ବିଶେଷ୍ୟ

ଅର୍ଥ : ଗୋଟିଏ ବୈଦିକ ଛନ୍ଦ

ଉଦାହରଣ : ପଂକ୍ତିରେ ଚାଳିସଟି ବର୍ଣ୍ଣ ଥାଏ

एक वैदिक छंद।

पंक्ति में चालीस वर्ण होते हैं।
पंक्ति

(prosody) a system of versification.

poetic rhythm, prosody, rhythmic pattern

ଅର୍ଥ : କୌଣସି କବିତା ବା ଗୀତରେ ଥିବା ଚରଣ ବା ପଦ

ଉଦାହରଣ : ସୀତା ସ୍ୱଲିଖିତ କବିତାର ଗୋଟିଏ ପଂକ୍ତି ଶୁଣାଇଲେ

किसी कविता या गीत का कोई चरण या पद।

सीता ने स्वलिखित कविता की एक कड़ी सुनाई।
कड़ी

A line of metrical text.

verse, verse line

ଅର୍ଥ : ଲୋକ ବା ବାହନମାନଙ୍କର ଧାଡ଼ି ଯାହା କାହାକୁ ବା କିଛିପାଇଁ ଅପେକ୍ଷା କରିଛନ୍ତି

ଉଦାହରଣ : ଧାଡ଼ି ଭାଙ୍ଗି ଯାତ୍ରୀ ଭରୁଥିବା ଚାଳକକୁ ବହୁତ ମାଡ଼ ହେଲା

ସମକକ୍ଷ : ଧାଡ଼ି, ଲାଇନ

लोगों या वाहनों की पंक्ति जो किसी या कुछ की प्रतीक्षा कर रहे हों।

पंक्ति तोड़कर सवारी ढोनेवाले चालक की बहुत पिटाई हुई।
कतार, क़तार, पंक्ति, लाइन

A line of people or vehicles waiting for something.

queue, waiting line

ଅର୍ଥ : କୌଣସି ପଷ୍ଠା ବା କୌଣସି ବସ୍ତୁର ପର୍ଦ୍ଦାଆଦି ଉପରେ ସିଧାରେ ଲେଖାହୋଇଥିବା ଲେଖା

ଉଦାହରଣ : ଉଦାହରଣ ନିମନ୍ତେ ଆପଣ ପଞ୍ଚମ ପଂକ୍ତି ଦେଖନ୍ତୁ

ସମକକ୍ଷ : ଧାଡ଼ି, ଲାଇନ୍‌

किसी पृष्ठ या किसी वस्तु के पर्दे आदि पर एक सीध में लिखी लिखावट (किसी रचना, लेख आदि की)।

उदाहरण के लिए आप पाँचवी पंक्ति को देखें।
आलि, पंक्ति, लाइन

Text consisting of a row of words written across a page or computer screen.

The letter consisted of three short lines.
There are six lines in every stanza.
line

ଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ

ଉଦାହରଣ : ପଂକ୍ତିରେ ପ୍ରତ୍ୟେକ ପାଦରେ ଗୋଟିଏ ଭଗଣ ଏବଂ ଶେଷରେ ଦୁଇଟି ଗୁରୁ ହୋଇଥାଏ

एक वर्णवृत्त।

पंक्ति के प्रत्येक चरण में एक भगण और अंत में दो गुरु होते हैं।
पंक्ति

(prosody) a system of versification.

poetic rhythm, prosody, rhythmic pattern