ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୁଦାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୁଦାନ   ବିଶେଷ୍ୟ

ଅର୍ଥ : କୌଣସି ସାମାଜିକ, ଧାର୍ମିକ କାମ ପ୍ରଭୃତି ନିମନ୍ତେ ଦାନ ଅର୍ଥରେ ଲୋକମାନଙ୍କଠାରୁ ନିଆଯାଉଥିବା ଧନ ଇତ୍ୟାଦି

ଉଦାହରଣ : ସେ ମନ୍ଦିରପାଇଁ ଆଦାୟ ହୋଇଥିବା ଚାନ୍ଦାରେ ନିଜ ଘର ତିଆରିକଲା

ସମକକ୍ଷ : ଚାନ୍ଦା

किसी सामाजिक, धार्मिक काम आदि के लिए दान के रूप में कई आदमियों से लिया जाने वाला धन आदि।

उसने मंदिर के लिए एकत्रित चंदे से अपना घर बनवा लिया।
अंशदान, अनुदान, अभिदान, चंदा, दत्त

A voluntary gift (as of money or service or ideas) made to some worthwhile cause.

contribution, donation

ଅର୍ଥ : ରାଜ୍ୟ ଶାସନ ଆଦି ତରଫରୁ କୋଣସି ବିଶେଷ କାର୍ଯ୍ୟପାଇଁ ସହାୟତାରୂପେ ମିଳୁଥିବା ପୁଞ୍ଜି ବା ଧନ

ଉଦାହରଣ : ବନ୍ୟାଗ୍ରସ୍ତ ଅଞ୍ଚଳପାଇଁ କେନ୍ଦ୍ରସରକାର ଏକକୋଟି ଟଙ୍କା ଅନୁଦାନ ଦେଇଛନ୍ତି

ସମକକ୍ଷ : ଦାନ

राज्य शासन आदि से किसी विशेष कार्य के लिए सहायता के रूप में मिलने वाला धन।

बाढ़ ग्रस्त इलाक़े के लिए केंद्र सरकार ने एक करोड़ रुपए का अनुदान दिया है।
अनुदान

Any monetary aid.

grant