ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦମନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦମନ   ବିଶେଷ୍ୟ

ଅର୍ଥ : ଯେଉଁ ଭୀଷଣ ଉପଦ୍ରବର ଉଦ୍ଦେଶ୍ୟ ରାଜ୍ୟ ପ୍ରତି ଅନିଷ୍ଟ କରିବା ଓ କ୍ଷତି ଘଟାଇବା

ଉଦାହରଣ : ମଙ୍ଗଳ ପାଣ୍ଡେଙ୍କ ଇଂରେଜମାନଙ୍କ ବିରୋଧରେ ଥିବା ବିଦ୍ରୋହ ବହୁତ ଦୃଢ଼ ଥିଲା

ସମକକ୍ଷ : ଆନ୍ଦୋଳନ, ଉପଦ୍ରବ, ବିଦ୍ରୋହ, ବିପ୍ଳବ, ବିରୋଧ

वह भारी उपद्रव जिसका उद्देश्य राज्य आदि को हानि पहुँचाना, उलटना या नष्ट करना हो।

मंगल पांडे का अंग्रेज़ों के ख़िलाफ़ विद्रोह बहुत ज़बरदस्त था।
गदर, ग़दर, द्रोह, बग़ावत, बगावत, बलवा, विद्रोह

Organized opposition to authority. A conflict in which one faction tries to wrest control from another.

insurrection, rebellion, revolt, rising, uprising

ଅର୍ଥ : ବଳ ପ୍ରୟୋଗଦ୍ୱାରା ବିରୋଧ, ଉପଦ୍ରବ, ବିଦ୍ରୋହଆଦିକୁ ଦମନ କରିବାର କ୍ରିୟା

ଉଦାହରଣ : ଇଂରେଜମାନେ ବାରମ୍ବାର ପରାଧୀନ ଭାରତୀୟମାନଙ୍କର ବିରୋଧକୁ ଦମନ କରିଥିଲେ

ସମକକ୍ଷ : ଚପାଇବା, ଦବାଇବା

विरोध, उपद्रव, विद्रोह आदि को बल-प्रयोग द्वारा दबाने की क्रिया।

अंग्रेजों ने बार-बार परतंत्र भारतीयों के विरोधों का दमन किया।
दमन, शमन

The act of subjugating by cruelty.

The tyrant's oppression of the people.
oppression, subjugation

ଅର୍ଥ : ଦଳିବା ବା ଦମନ କରିବା କ୍ରିୟା

ଉଦାହରଣ : ହାତୀମାନଙ୍କଦ୍ୱାରା ଶତ୍ରୁଦଳକୁ ଦମନ କରାଗଲା

ସମକକ୍ଷ : ଅଭିମର୍ଦନ, ଦଳନ

कुचलने या दमन करने की क्रिया।

शत्रु दल का अभिमर्दन हाथियों द्वारा करवाया गया।
अभिमर्दन

ଅର୍ଥ : ମନୋଭାବ ଆଦିକୁ ନିୟନ୍ତ୍ରିତ ରଖିବାର ପ୍ରକ୍ରିୟା

ଉଦାହରଣ : ମା ସକାଳୁ ଗୁମ୍‌ ହୋଇ ବସିଥିଲେ ଆଉ ବାପା ଆସିବା ମାତ୍ରେ ଫାଟି ପଡ଼ିଲେ

ସମକକ୍ଷ : ଗୁମ୍‌, ଜବତ, ନିସ୍ତବ୍ଧତା, ନିୟନ୍ତ୍ରଣ

मनोभाव आदि को नियंत्रित रखने की क्रिया।

माँ सुबह से ज़ब्त किए बैठी थीं और पिताजी के आते ही फट पड़ी।
जब्त, ज़ब्त

ଅର୍ଥ : ଚିତ୍ତକୁ ଧର୍ମରେ ସ୍ଥିର କରୁଥିବା କର୍ମର ସାଧନ

ଉଦାହରଣ : ଯମ ବିନା ଧ୍ୟାନ ଲଗାଇବା ସମ୍ଭବ ନୁହେଁ

ସମକକ୍ଷ : ନିଗ୍ରହ, ଯମ

चित्त को धर्म में स्थिर करने वाले कर्मों का साधन।

बिना यम किए ध्यान लगाना संभव नहीं है।
दम, दमन, निग्रह, यम