ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜବତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜବତ   ବିଶେଷ୍ୟ

ଅର୍ଥ : ଅଧିକାରୀ ଅଥବା ରାଜ୍ୟଦ୍ୱାରା ଦଣ୍ଡ ସ୍ୱରୂପ କୌଣସି ଅପରାଧୀର ସଂପତ୍ତି ହରଣ

ଉଦାହରଣ : ଲାଲାଜୀଙ୍କ ସବୁ ସମ୍ପତ୍ତି ଜବତ ହୋଇଛି

ସମକକ୍ଷ : କୋରଖ

अधिकारी अथवा राज्य द्वारा दंड स्वरूप किसी अपराधी की संपत्ति का हरण।

लालाजी की सारी संपत्ति ज़ब्त कर ली गई है।
जब्त, ज़ब्त

Seizure by the government.

arrogation, confiscation

ଅର୍ଥ : ମନୋଭାବ ଆଦିକୁ ନିୟନ୍ତ୍ରିତ ରଖିବାର ପ୍ରକ୍ରିୟା

ଉଦାହରଣ : ମା ସକାଳୁ ଗୁମ୍‌ ହୋଇ ବସିଥିଲେ ଆଉ ବାପା ଆସିବା ମାତ୍ରେ ଫାଟି ପଡ଼ିଲେ

ସମକକ୍ଷ : ଗୁମ୍‌, ଦମନ, ନିସ୍ତବ୍ଧତା, ନିୟନ୍ତ୍ରଣ

मनोभाव आदि को नियंत्रित रखने की क्रिया।

माँ सुबह से ज़ब्त किए बैठी थीं और पिताजी के आते ही फट पड़ी।
जब्त, ज़ब्त

ଜବତ   ବିଶେଷଣ

ଅର୍ଥ : ହଜି ଯାଇଥିବା, ଚୋରି ହୋଇଥିବା, ବା ନ ମିଳୁଥିବା ବସ୍ତୁ ଆଦିକୁ ଖୋଜି ବାହାର କରିବା

ଉଦାହରଣ : ପୋଲିସ ମୁଖିଆଙ୍କ ଘରୁ ଚୋରି ଜିନିଷ ଜବତ କଲା

खोई हुई, चोरी गई या न मिलती हुई (वस्तु आदि) जो कहीं से ढूँढ़कर बाहर निकाली जाए।

मुखिया के घर से पुलिस ने चोरी का माल बरामद किया।
बरामद

Come upon unexpectedly or after searching.

Found art.
The lost-and-found department.
found

ଅର୍ଥ : ଜବତ କରାଯାଇଥିବା

ଉଦାହରଣ : କାଲି ଅଧିକୃତ ଧନର ନିଲାମ କରାଯିବ

ସମକକ୍ଷ : ଅଧିକୃତ

जब्त किया हुआ।

कल अपवर्तित धन की नीलामी की जाएगी।
अपवर्तित

ଅର୍ଥ : ଯାହା କୋରଖ ହୋଇଛି

ଉଦାହରଣ : କୃଷକ ବାଜ୍ୟାପ୍ତ ଜମିକୁ ଫେରସ୍ତ ପାଇବାପାଇଁ ଅନସନ ଆରମ୍ଭକରିଦେଇଛି

ସମକକ୍ଷ : କୋରକି, କୋରଖି, ଜବଦ, ବାଜ୍ୟାପ୍ତ

जिसकी क़ुर्क़ी हुई हो।

किसानों ने क़ुर्क़ ज़मीन को वापस पाने के लिए अनशन शुरू कर दिया है।
आसंजित, आसञ्जित, क़ुर्क़, कुड़क, कुर्क, जप्त, जब्त, ज़ब्त