ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଭିମର୍ଦନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଭିମର୍ଦନ   ବିଶେଷ୍ୟ

ଅର୍ଥ : ଦଳିବା ବା ଦମନ କରିବା କ୍ରିୟା

ଉଦାହରଣ : ହାତୀମାନଙ୍କଦ୍ୱାରା ଶତ୍ରୁଦଳକୁ ଦମନ କରାଗଲା

ସମକକ୍ଷ : ଦମନ, ଦଳନ

कुचलने या दमन करने की क्रिया।

शत्रु दल का अभिमर्दन हाथियों द्वारा करवाया गया।
अभिमर्दन

ଅର୍ଥ : ପେଷିବା ବା ଚୂର୍ଣ୍ଣ କରିବା କ୍ରିୟା

ଉଦାହରଣ : ଏହି କାମ ଲୌହ ପେଷଣ ସହ ସମାନ

ସମକକ୍ଷ : ଚୂର୍ଣ୍ଣନ, ପେଷଣ

पीसने या चूर्ण करने की क्रिया।

यह काम लौह अभिमर्दन के तुल्य है।
अभिमर्दन

The act of grinding to a powder or dust.

grind, mill, pulverisation, pulverization