ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିସ୍ତବ୍ଧତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିସ୍ତବ୍ଧତା   ବିଶେଷ୍ୟ

ଅର୍ଥ : ଧ୍ୱନିହୀନ ବା ଶାନ୍ତ ହେବାର ଅବସ୍ଥା କିମ୍ବା ଭାବ

ଉଦାହରଣ : ଅନ୍ଧାର ରାତିରେ ନୀରବତା ଛାଇ ହୋଇଥିଲା

ସମକକ୍ଷ : କୋଳାହଳହୀନତା, ଧ୍ୱନିହୀନତା, ନୀରବତା, ପ୍ରଶାନ୍ତତା, ଶବ୍ଦହୀନତା, ଶାନ୍ତି

The absence of sound.

He needed silence in order to sleep.
The street was quiet.
quiet, silence

ଅର୍ଥ : ମନୋଭାବ ଆଦିକୁ ନିୟନ୍ତ୍ରିତ ରଖିବାର ପ୍ରକ୍ରିୟା

ଉଦାହରଣ : ମା ସକାଳୁ ଗୁମ୍‌ ହୋଇ ବସିଥିଲେ ଆଉ ବାପା ଆସିବା ମାତ୍ରେ ଫାଟି ପଡ଼ିଲେ

ସମକକ୍ଷ : ଗୁମ୍‌, ଜବତ, ଦମନ, ନିୟନ୍ତ୍ରଣ

मनोभाव आदि को नियंत्रित रखने की क्रिया।

माँ सुबह से ज़ब्त किए बैठी थीं और पिताजी के आते ही फट पड़ी।
जब्त, ज़ब्त