ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିୟନ୍ତ୍ରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିୟନ୍ତ୍ରଣ   ବିଶେଷ୍ୟ

ଅର୍ଥ : ଅନୁକୂଳ କରିବା ବା ତିଆରି କରିବା କ୍ରିୟା ବା ଭାବ

ଉଦାହରଣ : ପରିସ୍ଥିତି ଅନୁସାରେ ଜୀବଜନ୍ତୁଙ୍କର ଅନୁକୂଳନ କ୍ଷମତା ଆସିଯାଏ

ସମକକ୍ଷ : ଅନୁକୁଳନ, ସମାଯୋଜନ

सजीवों का पर्यावरण के बदलाव के अनुसार स्वयं को उसके अनुकूल करने या बनाने की क्रिया या भाव।

परिस्थिति के अनुसार जीव-जंतुओं में अनुकूलन की क्षमता आ जाती है।
अनुकूलन

The process of adapting to something (such as environmental conditions).

adaptation, adaption, adjustment

ଅର୍ଥ : ନିଜର ଅଧିକାରକୁ ନେଇ କିମ୍ବା ନିଜେ ଦେଖା ଚାହାଁ କରି କାର୍ଯ୍ୟ, ବେପାର ଇତ୍ୟାଦି ଚଳେଇବାର କ୍ରିୟା ବା ଅବସ୍ଥା

ଉଦାହରଣ : ନିଜ ବାପାଙ୍କ ବେପାର ଉପରେ ଏବେ ରାମର ହିଁ ନିୟନ୍ତ୍ରଣ ଅଛି

अपने अधिकार में लेकर या अपने देख-रेख में रखकर कार्य, व्यापार आदि चलाने की क्रिया या अवस्था।

अपने पिता के व्यापार पर अब राम का ही नियंत्रण है।
आवर्जन, कंट्रोल, काबू, जद, नियंत्रण, नियन्त्रण

The activity of managing or exerting control over something.

The control of the mob by the police was admirable.
control

ଅର୍ଥ : ଯେଉଁ କାର୍ଯ୍ୟ କାହାରିକୁ ରୋକିବା ବା ନିୟନ୍ତ୍ରଣରେ ରଖିବା ପାଇଁ କରାଯାଏ

ଉଦାହରଣ : ପିଲାମାନଙ୍କ କାର୍ଯ୍ୟରେ କିଛି ପରିମାଣରେ ଅଙ୍କୁଶ ଲଗାଯିବା ଆବଶ୍ୟକ

ସମକକ୍ଷ : ଅଙ୍କୁଶ

वह कार्य जो किसी को रोकने या दबाव में रखने के लिए हो।

बच्चों पर कुछ हद तक अंकुश आवश्यक है।
अंकुश, अवरोध, कंट्रोल, कन्ट्रोल, दबाव, दबिश, दम, नियंत्रण, नियन्त्रण, रोक, लगाम

The act of keeping something within specified bounds (by force if necessary).

The restriction of the infection to a focal area.
confinement, restriction

ଅର୍ଥ : ମନୋଭାବ ଆଦିକୁ ନିୟନ୍ତ୍ରିତ ରଖିବାର ପ୍ରକ୍ରିୟା

ଉଦାହରଣ : ମା ସକାଳୁ ଗୁମ୍‌ ହୋଇ ବସିଥିଲେ ଆଉ ବାପା ଆସିବା ମାତ୍ରେ ଫାଟି ପଡ଼ିଲେ

ସମକକ୍ଷ : ଗୁମ୍‌, ଜବତ, ଦମନ, ନିସ୍ତବ୍ଧତା

मनोभाव आदि को नियंत्रित रखने की क्रिया।

माँ सुबह से ज़ब्त किए बैठी थीं और पिताजी के आते ही फट पड़ी।
जब्त, ज़ब्त