ଅର୍ଥ : ଆନ୍ଦୋଳନ କରିବା ନିମନ୍ତେ ପ୍ରଯତ୍ନ
ଉଦାହରଣ :
ସରକାରଙ୍କଦ୍ୱାରା ଆଖୁ କାରଖନା ବନ୍ଦ କରିବା ଆଦେଶ ଜାରୀ କରାଯିବାରୁ କୃଷକମାନେ ଆନ୍ଦୋଳନକୁ ଓହ୍ଲାଇଲେ
ଅର୍ଥ : ଲୋକମାନଙ୍କର ଯେଉଁ ସମୂହ କିଛି ବିଶେଷ ଲକ୍ଷ୍ୟପ୍ରାପ୍ତିପାଇଁ ଏକସଙ୍ଗେ ପ୍ରଯତ୍ନଶୀଳ
ଉଦାହରଣ :
ଏହି ଆନ୍ଦୋଳନ ନିଜ ଦାବିକୁ ନେଇ କୌଣସି ଆପୋଷ ସମାଧାନ କରିବନାହିଁ
ଅର୍ଥ : କିଛି ସିଦ୍ଧାନ୍ତକୁ ଆଗକୁ ବଢ଼ାଇବା ବା କୌଣସି ବିଶେଷ ସମାପ୍ତିର ମୋଡ଼ଦବା ବା ନବା କାର୍ଯ୍ୟର ଗୋଟିଏ ଶୃଙ୍ଖଳା
ଉଦାହରଣ :
ସେ ଜନବାଦୀ ଆନ୍ଦୋଳନକୁ ସମର୍ଥନ କଲା
ସମକକ୍ଷ : ଅଭିଯାନ
ଅର୍ଥ : ଅନିର୍ଣ୍ଣୟାତ୍ମକ ସ୍ଥିତିରେ ମନରେ ହେଉଥିବା ଆନ୍ଦୋଳନ
ଉଦାହରଣ :
ପରସ୍ପର ବିରୋଧୀ ଭାବ କାରଣରୁ ତା ମନରେ ଆନ୍ଦୋଳନ ହେଉଛି