ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଦ୍ରୋହ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଦ୍ରୋହ   ବିଶେଷ୍ୟ

ଅର୍ଥ : ଯେଉଁ ଭୀଷଣ ଉପଦ୍ରବର ଉଦ୍ଦେଶ୍ୟ ରାଜ୍ୟ ପ୍ରତି ଅନିଷ୍ଟ କରିବା ଓ କ୍ଷତି ଘଟାଇବା

ଉଦାହରଣ : ମଙ୍ଗଳ ପାଣ୍ଡେଙ୍କ ଇଂରେଜମାନଙ୍କ ବିରୋଧରେ ଥିବା ବିଦ୍ରୋହ ବହୁତ ଦୃଢ଼ ଥିଲା

ସମକକ୍ଷ : ଆନ୍ଦୋଳନ, ଉପଦ୍ରବ, ଦମନ, ବିପ୍ଳବ, ବିରୋଧ

वह भारी उपद्रव जिसका उद्देश्य राज्य आदि को हानि पहुँचाना, उलटना या नष्ट करना हो।

मंगल पांडे का अंग्रेज़ों के ख़िलाफ़ विद्रोह बहुत ज़बरदस्त था।
गदर, ग़दर, द्रोह, बग़ावत, बगावत, बलवा, विद्रोह

Organized opposition to authority. A conflict in which one faction tries to wrest control from another.

insurrection, rebellion, revolt, rising, uprising