ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୃତିତ୍ୱ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୃତିତ୍ୱ   ବିଶେଷ୍ୟ

ଅର୍ଥ : କୃତି ରଚନା କରିବାର ଶୈଳୀ, କାର୍ଯ୍ୟ,ଗୁଣ ଆଦି

ଉଦାହରଣ : ମୋତେ ଅନେକ କୃତକର୍ମାଙ୍କ କୃତିତ୍ୱ ବିଷୟରେ ଜାଣିବାର ସୁଯୋଗ ମିଳିଲା‌

ସମକକ୍ଷ : ଦକ୍ଷତା, ସଫଳତା

कृति रचने की शैली,कार्य,गुण आदि।

मुझे कई सारे कृतिकारों के कृतित्व को जानने-समझने का अवसर मिला।
कृतित्व

A way of expressing something (in language or art or music etc.) that is characteristic of a particular person or group of people or period.

All the reporters were expected to adopt the style of the newspaper.
expressive style, style

ଅର୍ଥ : କୌଣସି ବ୍ୟକ୍ତିର ମହତ୍ତ୍ୱପୂର୍ଣ୍ଣ କୀର୍ତ୍ତି

ଉଦାହରଣ : ସିକନ୍ଦର ତାଙ୍କ କୃତିତ୍ୱପାଇଁ ପରିଚିତ

ସମକକ୍ଷ : ଅସାଧାରଣ କାର୍ଯ୍ୟ

किसी की महत्वपूर्ण उपलब्धि।

सिकन्दर अपने कारनामों के लिए जाना जाता है।
कारनामा