ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବୁଦ୍ଧିମାନ ହେବାର ଅବସ୍ଥା ବା ଭାବ
ଉଦାହରଣ : ସେ ନିଜର ବୁଦ୍ଧିମତ୍ତା ବଳରେ ହିଁ ଏହି କାମରେ ସଫଳ ହେଲେ
ସମକକ୍ଷ : ଚାତୁରୀ, ଚାତୁର୍ଯ୍ୟ, ଚାଲାକି, ବୁଦ୍ଧିକୌଶଳ, ବୁଦ୍ଧିମତ୍ତା
बुद्धिमान होने की अवस्था या भाव।
Intelligence as manifested in being quick and witty.
ଅର୍ଥ : ଚତୁର ହେବାର ଅବସ୍ଥା,ଗୁଣ ବା ଭାବ
ଉଦାହରଣ : ସେ ଚତୁରତା ସହ ଉତ୍ତର ଦେଲା
ସମକକ୍ଷ : ଚତୁର ପଣିଆ, ଚାତୁରୀ, ଚାତୁର୍ଯ୍ୟ, ଚାଲାକି
चतुर होने की अवस्था, गुण या भाव।
The intellectual ability to penetrate deeply into ideas.
ଅର୍ଥ : ନିର୍ମାଣ କରିବା ବା ସମ୍ଭାଳିବା ଆଣିବାର କ୍ରିୟା
ଉଦାହରଣ : ତାଙ୍କ ଦକ୍ଷତା ଯୋଗୁଁ ଏହି ଘର ଭାଙ୍ଗୁ ଭାଙ୍ଗୁ ବଞ୍ଚିଗଲା
ସମକକ୍ଷ : ଦକ୍ଷତା, ନିପୁଣତା, ବିଜ୍ଞତା
काम बनाने या सँवारने की क्रिया।
ସଂସ୍ଥାପନ କରନ୍ତୁ