ଅର୍ଥ : (ଜ୍ୟୋତିର୍ବିଜ୍ଞାନ) ଉତ୍ତପ୍ତ ଗ୍ୟାସଗୁଡ଼ିକଦ୍ୱାରା ଗଠିତ ଯେଉଁ ଜ୍ୟୋତିର୍ମୟ ପିଣ୍ଡ ମଧ୍ୟବର୍ତ୍ତୀ ତାପନାଭିକୀୟ ପ୍ରତିକ୍ରିୟାର ଫଳସ୍ୱରୂପ ଶକ୍ତି ଜାତହୁଏ
ଉଦାହରଣ :
ସୂର୍ଯ୍ୟ ଗୋଟିଏ ତାରକା
ସମକକ୍ଷ : ତାରକା
ଅର୍ଥ : ଦଶ ମହାବିଦ୍ୟା ମଧ୍ୟରୁ ଜଣେ
ଉଦାହରଣ :
ପୌରାଣିକ କାହାଣୀରେ ତାରାଦେବୀଙ୍କ ବର୍ଣ୍ଣନା ମିଳେ
ସମକକ୍ଷ : ତାରାଦେବୀ
ଅର୍ଥ : ବାଳି ନାମକ ମାଙ୍କଡ଼ର ସ୍ତ୍ରୀ
ଉଦାହରଣ :
ଅଙ୍ଗଦ ବାଳି ଓ ତାରାଙ୍କ ପୁତ୍ର ଥିଲେ
ଅର୍ଥ : ଆଖି ମଝିର କଳା ଭାଗ
ଉଦାହରଣ :
ପିତୁଳା ଆଖିର ଏକ ସମ୍ବେଦନଶୀଳ ଏବଂ ମହତ୍ତ୍ୱପୂର୍ଣ୍ଣ ଅଂଶ
ସମକକ୍ଷ : ଆଖିତାରା, ଆଖିପୁଅ, କନୀନିକା, ନେତ୍ର ପିତୁଳା, ପିତୁଳା
ଅର୍ଥ : ବୃହସ୍ପତିଙ୍କ ସ୍ତ୍ରୀ
ଉଦାହରଣ :
ପୁରାଣାନୁସାରେ ଥରେ ଚନ୍ଦ୍ର ତାରାଙ୍କୁ ଅପହରଣ କରି ନେଇଥିଲେ