ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନେତ୍ର ପିତୁଳା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନେତ୍ର ପିତୁଳା   ବିଶେଷ୍ୟ

ଅର୍ଥ : ଆଖି ମଝିର କଳା ଭାଗ

ଉଦାହରଣ : ପିତୁଳା ଆଖିର ଏକ ସମ୍ବେଦନଶୀଳ ଏବଂ ମହତ୍ତ୍ୱପୂର୍ଣ୍ଣ ଅଂଶ

ସମକକ୍ଷ : ଆଖିତାରା, ଆଖିପୁଅ, କନୀନିକା, ତାରା, ପିତୁଳା

आँख के बीच का काला भाग।

पुतली आँख का एक नाज़ुक एवं महत्वपूर्ण हिस्सा है।
अक्षकूट, अक्षकूटक, अक्षितारा, अलि, आँख की पुतली, कनीनक, कालक, कालिका, तार, तारक, तारका, धीरी, नेत्र पुतली, पुतली