ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : (ଜ୍ୟୋତିର୍ବିଜ୍ଞାନ) ଉତ୍ତପ୍ତ ଗ୍ୟାସଗୁଡ଼ିକଦ୍ୱାରା ଗଠିତ ଯେଉଁ ଜ୍ୟୋତିର୍ମୟ ପିଣ୍ଡ ମଧ୍ୟବର୍ତ୍ତୀ ତାପନାଭିକୀୟ ପ୍ରତିକ୍ରିୟାର ଫଳସ୍ୱରୂପ ଶକ୍ତି ଜାତହୁଏ
ଉଦାହରଣ : ସୂର୍ଯ୍ୟ ଗୋଟିଏ ତାରକା
ସମକକ୍ଷ : ତାରା
(खगोल-विज्ञान) गर्म गैसों का वह खगोलीय पिंड जिसके अंदर ताप-नाभिकीय प्रतिक्रिया के फलस्वरूप ऊर्जा निकलती है।
(astronomy) a celestial body of hot gases that radiates energy derived from thermonuclear reactions in the interior.
ଅର୍ଥ : ଆକାଶରେ ଦିଶୁଥିବା ସ୍ଥିର ଖଗୋଳୀୟ ପିଣ୍ଡ ଯାହା ରାତିରେ ଚମକୁଥିବା ଦେଖାଯାଏ
ଉଦାହରଣ : ପୃଥିବୀଠାରୁ ବହୁତ ଦୂରରେଥିବାରୁ ତାରାଗୁଡ଼ିକ ଛୋଟ ଦେଖାଯାଆନ୍ତି
ସମକକ୍ଷ : ତାରା, ନକ୍ଷତ୍ର
आसमान में दिखाई देने वाले स्थिर खगोलीय पिंड जो रात को चमकते नज़र आते हैं।
Any celestial body visible (as a point of light) from the Earth at night.
ଅର୍ଥ : ତାରା(*) ଭଳି ଚିହ୍ନ
ଉଦାହରଣ : ଭୁଲ ଶବ୍ଦ ପୂର୍ବରୁ ତାରକା ଚିହ୍ନ ଲଗାଇ ଦିଅନ୍ତୁ
ସମକକ୍ଷ : ତାରକା ଚିହ୍ନ
सितारे (*) की तरह का चिह्न।
A star-shaped character * used in printing.
ଅର୍ଥ : ଏକ ପ୍ରକାର ଚମକୁଥିବା ପିଣ୍ଡ ଯାହା ବେଳେବେଳେ ରାତିରେ ଆକାଶରେ ଏଣେତେଣେ ଗତିକରୁଥାଏ ବା ପୃଥିବୀ ଉପରେ ପଡ଼ିବାର ଦେଖିବାକୁ ମିଳେ
ଉଦାହରଣ : ଶ୍ୟାମ ଖଗୋଳବିଜ୍ଞାନ ଅନ୍ତର୍ଗତ ଉଲ୍କା ସଂପର୍କରେ ଅଧ୍ୟୟନ କରୁଛି
ସମକକ୍ଷ : ଉଲକାପିଣ୍ଡ, ଉଲ୍କା, ତାରା
एक प्रकार के चमकीले पिंड जो कभी-कभी रात को आकाश में इधर-उधर जाते या पृथ्वी पर गिरते हुए दिखाई देते हैं।
(astronomy) any of the small solid extraterrestrial bodies that hits the earth's atmosphere.
ଅର୍ଥ : ଚନ୍ଦ୍ରଙ୍କ ପଥରେ ପଡ଼ୁଥିବା ସତେଇଶଟି ସ୍ଥିର ତାରାପୁଞ୍ଜ ଯାହାଙ୍କର ଭିନ୍ନଭିନ୍ନ ରୂପ ବା ଆକାର ମାନିନିଆଯାଇଛି ଓ ଯେଉଁମାନଙ୍କର ଅଲଗା ଅଲଗା ନାମ ରହିଛି
ଉଦାହରଣ : ନକ୍ଷତ୍ରମାନଙ୍କ ସଂଖ୍ୟା ସତେଇଶ
चंद्रमा के मार्ग में पड़नेवाले स्थिर तारों के सत्ताईस समूह जिनके भिन्न-भिन्न रूप या आकार मान लिए गए हैं और जिनके अलग-अलग नाम हैं।
A configuration of stars as seen from the earth.
ଅର୍ଥ : ଯେଉଁ ସମତଳ ଆକୃତିରେ ପାଞ୍ଚ ବା ତାଠାରୁ ଅଧିକ କୋଣ ରହିଛି
ଉଦାହରଣ : ତାରକାକୁ ବିଶେଷକରି ପ୍ରତୀକରୂପେ ବ୍ୟବହୃତ ହୋଇଥାଏ
* एक समतल आकृति जिसमें पाँच या उससे अधिक कोण होते हैं।
A plane figure with 5 or more points. Often used as an emblem.
ସଂସ୍ଥାପନ କରନ୍ତୁ