ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚୁମୁକି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚୁମୁକି   ବିଶେଷ୍ୟ

ଅର୍ଥ : ରୁପେଲି କିମ୍ବା ସୁନେଲି ଧାତବ ପାତର ଗୋଲାକାର ଛୋଟଛୋଟ ଖଣ୍ଡ

ଉଦାହରଣ : ଶାଢୀରେ ଲଗାଯାଇଥିବା ଚୁମୁକି ଝିଲ୍‌ମିଲ୍‌ କରୁଛି

ସମକକ୍ଷ : ଟିକିଲି, ତାରା

रुपहले या सुनहले पत्तरों के गोल टुकड़े।

साड़ी में लगे सितारे झिलमिला रहे हैं।
चमकी, तारा, सितारा

Adornment consisting of a small piece of shiny material used to decorate clothing.

diamante, sequin, spangle

ଚୁମୁକି   ବିଶେଷଣ

ଅର୍ଥ : ଯେଉଁ ଲୁଗାର ଧଡ଼ି ଚମୁକି ବା ସୁନାରୁପାର ତାରକସିରେ ତିଆରି ହୋଇଛି

ଉଦାହରଣ : ଶୀଲା ଚୁମୁକି ଶାଢ଼ୀ ପିନ୍ଧିଛି

जिसके किनारे बदला या कलाबत्तू बना हो (कपड़ा)।

शीला ने तिल्लेदार साड़ी पहनी हुई है।
तिल्लेदार