ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନକ୍ଷତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନକ୍ଷତ୍ର   ବିଶେଷ୍ୟ

ଅର୍ଥ : ଆକାଶରେ ଦିଶୁଥିବା ସ୍ଥିର ଖଗୋଳୀୟ ପିଣ୍ଡ ଯାହା ରାତିରେ ଚମକୁଥିବା ଦେଖାଯାଏ

ଉଦାହରଣ : ପୃଥିବୀଠାରୁ ବହୁତ ଦୂରରେଥିବାରୁ ତାରାଗୁଡ଼ିକ ଛୋଟ ଦେଖାଯାଆନ୍ତି

ସମକକ୍ଷ : ତାରକା, ତାରା

आसमान में दिखाई देने वाले स्थिर खगोलीय पिंड जो रात को चमकते नज़र आते हैं।

पृथ्वी से बहुत ही दूर होने के कारण तारे छोटे दिखते हैं।
उड़ु, उड़ुचर, ऋक्ष, खग, तारक, तारका, तारा, नक्षत्र, नभश्चर, रोचनी, सारंग, सितारा, स्टार

Any celestial body visible (as a point of light) from the Earth at night.

star

ଅର୍ଥ : ଚନ୍ଦ୍ରଙ୍କ ପଥରେ ପଡ଼ୁଥିବା ସତେଇଶଟି ସ୍ଥିର ତାରାପୁଞ୍ଜ ଯାହାଙ୍କର ଭିନ୍ନଭିନ୍ନ ରୂପ ବା ଆକାର ମାନିନିଆଯାଇଛି ଓ ଯେଉଁମାନଙ୍କର ଅଲଗା ଅଲଗା ନାମ ରହିଛି

ଉଦାହରଣ : ନକ୍ଷତ୍ରମାନଙ୍କ ସଂଖ୍ୟା ସତେଇଶ

ସମକକ୍ଷ : ତାରକା, ତାରା

चंद्रमा के मार्ग में पड़नेवाले स्थिर तारों के सत्ताईस समूह जिनके भिन्न-भिन्न रूप या आकार मान लिए गए हैं और जिनके अलग-अलग नाम हैं।

नक्षत्रों की संख्या सत्ताईस हैं।
आकाशचारी, उड़ु, उड़ुचर, नक्षत्र, नछत्र, सारंग

A configuration of stars as seen from the earth.

constellation

ଅର୍ଥ : ଯେଉଁ ସମୟରେ ଚନ୍ଦ୍ରମା ନିଜ ମାର୍ଗରେ ପଡ଼ୁଥିବା ସତେଇଶ ସ୍ଥିର ତାରା ସମୁଦାୟ ମଧ୍ୟରେ ବିତାନ୍ତି

ଉଦାହରଣ : ତାର ଜନ୍ମ ସ୍ୱାତୀ ନକ୍ଷତ୍ରରେ ହୋଇଛି

वह समय जब चंद्रमा अपने मार्ग में पड़नेवाले स्थिर तारों के सत्ताईस समूहों में से गुजरता है।

नक्षत्र के अनुसार देवताओं का आह्वान करना चाहिए।
उसका जन्म स्वाति नक्षत्र में हुआ है।
नक्षत्र, नछत्र