ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଖିତାରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଖିତାରା   ବିଶେଷ୍ୟ

ଅର୍ଥ : ଆଖି ପିତୁଳାର ମଝିରେ ଥିବା ବିନ୍ଦୁ

ଉଦାହରଣ : ଆଖିତାରା କ୍ଷତିଗ୍ରସ୍ତ ହୋଇଯିବାପରେ ବ୍ୟକ୍ତି ଅନ୍ଧ ହୋଇଯାଏ

ସମକକ୍ଷ : ଆଖିମଣି, କନୀନିକା

आँख की पुतली के बीच की बिंदी।

कनीनिका के क्षतिग्रस्त हो जाने पर व्यक्ति अंधा हो जाता है।
कनीनिका, तिल

ଅର୍ଥ : ଆଖି ମଝିର କଳା ଭାଗ

ଉଦାହରଣ : ପିତୁଳା ଆଖିର ଏକ ସମ୍ବେଦନଶୀଳ ଏବଂ ମହତ୍ତ୍ୱପୂର୍ଣ୍ଣ ଅଂଶ

ସମକକ୍ଷ : ଆଖିପୁଅ, କନୀନିକା, ତାରା, ନେତ୍ର ପିତୁଳା, ପିତୁଳା

आँख के बीच का काला भाग।

पुतली आँख का एक नाज़ुक एवं महत्वपूर्ण हिस्सा है।
अक्षकूट, अक्षकूटक, अक्षितारा, अलि, आँख की पुतली, कनीनक, कालक, कालिका, तार, तारक, तारका, धीरी, नेत्र पुतली, पुतली