ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଟିକିଲି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଟିକିଲି   ବିଶେଷ୍ୟ

ଅର୍ଥ : ପତ୍ର, କାଚ ବା ଧାତୁର ବହୁତ ଛୋଟ ବିନ୍ଦି ଯାହା ସ୍ତ୍ରୀଲୋକମାନେ ମୁଣ୍ଡରେ ଲଗାନ୍ତି

ଉଦାହରଣ : ତା ମୁଣ୍ଡ ଉପରେ ସୁନାର ଟିକିଲି ଶୋଭା ପାଉଛି

ସମକକ୍ଷ : ବିନ୍ଦି

विभिन्न आकार तथा रंगों वाली पन्नी, काँच या धातु आदि की बनी वस्तु जिसे स्त्रियाँ माथे पर लगाती हैं।

उसके माथे पर सोने की बिंदी शोभायमान है।
आड़, टिकली, टिकुली, दाँवनी, दामिनी, बिंदिया, बिंदी, बिन्दी, बेंदी

ଅର୍ଥ : ରୁପେଲି କିମ୍ବା ସୁନେଲି ଧାତବ ପାତର ଗୋଲାକାର ଛୋଟଛୋଟ ଖଣ୍ଡ

ଉଦାହରଣ : ଶାଢୀରେ ଲଗାଯାଇଥିବା ଚୁମୁକି ଝିଲ୍‌ମିଲ୍‌ କରୁଛି

ସମକକ୍ଷ : ଚୁମୁକି, ତାରା

रुपहले या सुनहले पत्तरों के गोल टुकड़े।

साड़ी में लगे सितारे झिलमिला रहे हैं।
चमकी, तारा, सितारा

Adornment consisting of a small piece of shiny material used to decorate clothing.

diamante, sequin, spangle

ଅର୍ଥ : ବଡ଼ ଟିକିଲି

ଉଦାହରଣ : କେତେକ ସ୍ତ୍ରୀଲୋକ ତା‌ଙ୍କ ମଥାରେ ଟିକିଲି ଲଗାଇବାକୁ ପସନ୍ଦ କରନ୍ତି

बड़ी टिकुली।

कुछ औरतें अपने सर पर टिकुला लगाना पसंद करती हैं।
टिकुला, बूँदा