ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଲକାପିଣ୍ଡ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଲକାପିଣ୍ଡ   ବିଶେଷ୍ୟ

ଅର୍ଥ : ଏକ ପ୍ରକାର ଚମକୁଥିବା ପିଣ୍ଡ ଯାହା ବେଳେବେଳେ ରାତିରେ ଆକାଶରେ ଏଣେତେଣେ ଗତିକରୁଥାଏ ବା ପୃଥିବୀ ଉପରେ ପଡ଼ିବାର ଦେଖିବାକୁ ମିଳେ

ଉଦାହରଣ : ଶ୍ୟାମ ଖଗୋଳବିଜ୍ଞାନ ଅନ୍ତର୍ଗତ ଉଲ୍‌କା ସଂପର୍କରେ ଅଧ୍ୟୟନ କରୁଛି

ସମକକ୍ଷ : ଉଲ୍‌କା, ତାରକା, ତାରା

एक प्रकार के चमकीले पिंड जो कभी-कभी रात को आकाश में इधर-उधर जाते या पृथ्वी पर गिरते हुए दिखाई देते हैं।

श्याम खगोलविज्ञान के अंतर्गत उल्का का अध्ययन कर रहा है।
उल्का, उल्कापिंड, टूटता तारा, तारका, तारकाभ, लूक

(astronomy) any of the small solid extraterrestrial bodies that hits the earth's atmosphere.

meteor, meteoroid