ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଦ   ବିଶେଷ୍ୟ

ଅର୍ଥ : ପଦ, ମର୍ଯ୍ୟାଦା ଆଦି ବିଚାରରେ ସମାଜର କୌଣସି ବ୍ୟକ୍ତି, ସଂସ୍ଥା ଆଦିର ସେହି ବିଧିବଦ୍ଧ ସ୍ଥିତି ଯାହା କୌଣସି ନିଶ୍ଚିତ ସୀମା ମଧ୍ୟରେ ପ୍ରାପ୍ତ ହୋଇଥାଏ

ଉଦାହରଣ : ବ୍ୟକ୍ତିର ସ୍ଥିତି ତାର ମର୍ଯ୍ୟାଦା, ପଦ, ସମ୍ମାନ ଆଦିର ସୂଚକ

ସମକକ୍ଷ : ଅବସ୍ଥିତି, ସ୍ଥିତି

पद, मर्यादा आदि के विचार से समाज में किसी व्यक्ति, संस्था आदि की वह विधिक स्थिति जो अपने क्षेत्र में कुछ निश्चित सीमा में प्राप्त होती है।

किसी की स्थिति उसकी मर्यादा, पद, सम्मान आदि का सूचक होती है।
अवस्थिति, आस्पद, स्थिति

The relative position or standing of things or especially persons in a society.

He had the status of a minor.
The novel attained the status of a classic.
Atheists do not enjoy a favorable position in American life.
position, status

ଅର୍ଥ : ଯୋଗ୍ୟତା ଅନୁସାରେ କର୍ମଚାରୀ କିମ୍ବା କାର୍ଯ୍ୟକର୍ତ୍ତାର ନିଯୁକ୍ତି ସ୍ଥାନ

ଉଦାହରଣ : ଆପଣ ଏହି ସଂସ୍ଥାର କେଉଁ ପଦରେ ଅଛନ୍ତି ?

ସମକକ୍ଷ : ଜାଗା, ସ୍ଥାନ

योग्यता के अनुसार कर्मचारी या कार्यकर्ता का नियत स्थान।

आप इस संस्था में किस पद पर हैं?
ओहदा, जगह, दरजा, दर्जा, पद, पोजिशन, रुतबा, स्थान, स्थानक

A job in an organization.

He occupied a post in the treasury.
berth, billet, office, place, position, post, situation, spot

ଅର୍ଥ : କୌଣସି ବିଶେଷ ଅର୍ଥ ଥିବା ଶବ୍ଦ ବା ଶବ୍ଦ ସମୂହ

ଉଦାହରଣ : ପଦଭାବରେ ଲୋକୋକ୍ତିର ଗଣନା ହୁଏ

कोई विशेष अर्थ रखने वाला शब्द या शब्द-समूह।

मुहावरों की गणना पद में होती है।
पद

A group of words that form a constituent of a sentence and are considered as a single unit.

I concluded from his awkward constructions that he was a foreigner.
construction, expression, grammatical construction

ଅର୍ଥ : କୌଣସି ଲୋକର ଗୋଡ଼ର ସବୁଠାରୁ ନୀଚ ଅଂଶ ଯାହା ଉପରେ ସେ ଠିଆ ହୁଏ ବା ଯାହାଦ୍ୱାରା ସେ ଚାଲେ

ଉଦାହରଣ : କର୍ମଚାରୀ ଜଣଙ୍କ ଅଧିକାରୀଙ୍କ ପାଦତଳେ ପଡ଼ି କରୁଣ ଭାବେ ପ୍ରାର୍ଥନା କଲା

ସମକକ୍ଷ : ଚରଣ, ପାଦ

व्यक्ति की टाँग का टखने के नीचे का भाग।

कर्मचारी अधिकारी के पैरों पर गिरकर गिड़गिड़ाने लगा।
अंघ्रि, कदम, क़दम, चरण, पग, पद, पाँव, पाद, पैर, पौ

The part of the leg of a human being below the ankle joint.

His bare feet projected from his trousers.
Armored from head to foot.
foot, human foot, pes