ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭୂମି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭୂମି   ବିଶେଷ୍ୟ

ଅର୍ଥ : ଘର ଆଦି ତୋଳିବା ପାଇଁ ଉଦ୍ଦିଷ୍ଟ ଭୂମିର ସେହି ବିଶେଷ ଅଶଂ

ଉଦାହରଣ : ତାଙ୍କର ପଞ୍ଜାବରେ ଖଣ୍ଡେ ଭୂମି ଅଛି

ସମକକ୍ଷ : କ୍ଷେତ୍ର, ଜାଗା, ପ୍ଳ୍ଟ୍

भूमि का वह विशेष टुकड़ा जो घर आदि बनाने के लिए हो।

उसका पंजाब में एक भूखंड है।
टप्पा, तबक़ा, तबका, प्लाट, प्लॉट, भू-खंड, भू-भाग, भूखंड, भूभाग

Extensive landed property (especially in the country) retained by the owner for his own use.

The family owned a large estate on Long Island.
acres, demesne, estate, land, landed estate

ଅର୍ଥ : ଯେଉଁ ଭୂମି ଜଳ ଶୂନ୍ୟ

ଉଦାହରଣ : ପୃଥିବୀର ଏକ ତୃତୀୟାଂଶ ସ୍ଥଳଭାଗ

ସମକକ୍ଷ : ଧରା, ଧରିତ୍ରୀ, ଭୂଇଁ, ସ୍ଥଳ

वह भूमि जो जल से रहित हो।

पृथ्वी का एक तिहाई भाग ही थल है।
अवन, आराजी, इड़, जमीं, जमीन, ज़मीं, ज़मीन, थर, थल, धरती, भूमि, भूस्थल, सरजमीं, सरजमीन, सरज़मीं, सरज़मीन, स्थल

The solid part of the earth's surface.

The plane turned away from the sea and moved back over land.
The earth shook for several minutes.
He dropped the logs on the ground.
dry land, earth, ground, land, solid ground, terra firma