ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆସ୍ଥାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆସ୍ଥାନ   ବିଶେଷ୍ୟ

ଅର୍ଥ : ପରିମିତ ଓ ନିଶ୍ଚିତ ସ୍ଥିତିଥିବା ସେହି ଭୂଖଣ୍ଡ ଯେଉଁଥିରେ କିଛି ବସ୍ତି, ପ୍ରାକୃତିକତା ବା କୌଣସି ବିଶେଷ ପରିଚିତି ଥାଏ

ଉଦାହରଣ : କାଶୀ ହିନ୍ଦୁମାନଙ୍କର ଧାର୍ମିକ ସ୍ଥାନ

ସମକକ୍ଷ : ଇଲାକା, ଜାଗା, ସ୍ଥଳ, ସ୍ଥାନ

निश्चित और परिमित स्थितिवाला वह भू-भाग जिसमें कोई बस्ती, प्राकृतिक रचना या कोई विशेष बात हो।

काशी हिन्दुओं का धार्मिक स्थान है।
आगार, आस्थान, आस्पद, इलाक़ा, इलाका, केतन, गाध, जगह, निक्रमण, प्रतिष्ठान, प्रदेश, स्थल, स्थान, स्थानक

The piece of land on which something is located (or is to be located).

A good site for the school.
land site, site

ଅର୍ଥ : ବସିବା ସ୍ଥାନ

ଉଦାହରଣ : ବସିବା ସ୍ଥାନ ପୂରାପୂରି ଭର୍ତ୍ତି

ସମକକ୍ଷ : ବସିବା ସ୍ଥାନ, ବୈଠକ

बैठने का स्थान।

बैठक खचाखच भरी है।
आसथान, आस्थान, बैठक

A room in a private house or establishment where people can sit and talk and relax.

front room, living room, living-room, parlor, parlour, sitting room