ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶୋଭା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶୋଭା   ବିଶେଷ୍ୟ

ଅର୍ଥ : ସୁନ୍ଦର ହେବା ବା ଲାଗିବାର ଅବସ୍ଥା ବା ଭାବ

ଉଦାହରଣ : ବସନ୍ତର ଶୋଭା ଚାରିଆଡେ ଦିଶୁଛି

ସମକକ୍ଷ : କାନ୍ତି, ସୌନ୍ଦର୍ଯ୍ୟ

सुहावना होने या लगने की अवस्था या भाव।

वसंत की बहार चहु ओर दिखाई दे रही है।
बहार, रौनक, रौनक़, सुहावनापन

Pleasantness resulting from agreeable conditions.

A well trained staff saw to the agreeableness of our accommodations.
He discovered the amenities of reading at an early age.
agreeableness, amenity

ଅର୍ଥ : ଶୋଭିତ ହେବାର ଅବସ୍ଥା ବା ଭାବ

ଉଦାହରଣ : ସୂର୍ଯ୍ୟାସ୍ତ ସମୟରେ ଆକାଶର ଶୋଭା ଦେଖିବା ଭଳି ହୋଇଥାଏ

ସମକକ୍ଷ : କାନ୍ତି, ଛବି, ଦୀପ୍ତି, ରମଣୀୟତା, ସୁନ୍ଦରତା, ସୌନ୍ଦର୍ଯ୍ୟ

A quality that outshines the usual.

brilliancy, luster, lustre, splendor, splendour

ଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ

ଉଦାହରଣ : ଶୋଭାର ପ୍ରତ୍ୟେକ ପାଦରେ ଯଗଣ, ମଗଣ, ଦୁଇଟି ନଗଣ ଏବଂ ଦୁଇଟି ଗୁରୁ ଥାଏ

एक वर्णवृत्त।

शोभा के प्रत्येक चरण में यगण, मगण, दो नगण एवं दो गुरु होते हैं।
शोभा

(prosody) a system of versification.

poetic rhythm, prosody, rhythmic pattern